ବିଜୟ ହଜାରେ ଟ୍ରଫି: ଶେଷ ମ୍ୟାଚରେ ହାରିଲା ଓଡ଼ିଶା

ଭଦୋଦରା: ମୋହସିନ୍ ଖାନଙ୍କ ଘାତକ ବୋଲିଂକୁ ଆଧାର କରି ଉତ୍ତର ପ୍ରଦେଶ ଏଠାରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଏଲିଟ୍ ଗ୍ରୁପ୍-ବି’ର ଏକ ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଏହା ଚତୁର୍ଥ ପରାଜୟ। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୧.୪ ଓଭରରେ ୧୨୮ ରନ୍ କରି ଅଲଆଉଟ୍ ହୋଇଥିଲା। ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୩୧ ରନ୍ କରିଥିବା ବେଳେ ଦେବାଶିଷ ସାମନ୍ତରାୟ ୨୪, ଗୋବିନ୍ଦ ପୋଦ୍ଦାର ୨୪, ସ୍ୱସ୍ତିକ୍ […]

mohsin

mohsin

Ranjit Kumar Jena
  • Published: Wednesday, 16 October 2019
  • Updated: 16 October 2019, 06:53 PM IST

Sports

Latest News

ଭଦୋଦରା: ମୋହସିନ୍ ଖାନଙ୍କ ଘାତକ ବୋଲିଂକୁ ଆଧାର କରି ଉତ୍ତର ପ୍ରଦେଶ ଏଠାରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଏଲିଟ୍ ଗ୍ରୁପ୍-ବି'ର ଏକ ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଏହା ଚତୁର୍ଥ ପରାଜୟ। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୧.୪ ଓଭରରେ ୧୨୮ ରନ୍ କରି ଅଲଆଉଟ୍ ହୋଇଥିଲା।

ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୩୧ ରନ୍ କରିଥିବା ବେଳେ ଦେବାଶିଷ ସାମନ୍ତରାୟ ୨୪, ଗୋବିନ୍ଦ ପୋଦ୍ଦାର ୨୪, ସ୍ୱସ୍ତିକ୍ ସାମଲ୍ ୧୨ ରନ୍ ଏବଂ ଅଭିଷେକ ରାଉତ ଅପରାଜିତ ୧୫ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ମୋହସିନ୍ ଖାନ୍ ୨୭ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ସୌରଭ କୁମାର ୨ଟି, ଶିବମ ମାଭି ଓ ରିଙ୍କୁ ସିଂହ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଉତ୍ତର ପ୍ରଦେଶ ୨୯.୩ ଓଭରରେ ୫ ୱିକେଟ୍ ହରାଇ ୧୨୯ ରନ୍ କରି ବିଜୟୀ ହୋଇଥିଲା। ଟିମ୍ ପକ୍ଷରୁ ଉପେନ୍ଦ୍ର ଯାଦବ ୩୧ ଓ ସୌରଭ କୁମାର ୬ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟମ ଗାର୍ଗ ୨୮, ଅକ୍ଷଦୀପ ନାଥ ୨୩, ଆର୍ଯ୍ୟନ୍ ଜୁୟଲ୍ ୧୪, ସମର୍ଥ ସିଂହ ୧୩ ଓ ରିଙ୍କୁ ସିଂହ ୧୦ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ପପୁ ରୟ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story