ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଫୁଟବଲ ଟିମ୍ ଘୋଷିତ

କଟକ, (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ୱେଷ୍ଟ ବେଙ୍ଗଲର କଲ୍ୟାଣୀଠାରେ ହେବାକୁଥିବା ୭୪ତମ ଜାତୀୟ ସିନିୟର ପୁରୁଷ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିର ଇଷ୍ଟ ଜୋନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ ପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଏହି ୨୦ ଜଣିଆ ଓଡ଼ିଶା ଦଳର ନେତୃତ୍ୱ ନେବେ ରାଉରକେଲାର ଅର୍ପଣ ଲାକ୍ରା। ଟିମର କୋଚ୍ ଭାବେ ନିପେନ୍ଦ୍ର କୁମାର ଦାସ, ମ୍ୟାନେଜର୍ ଭାବେ ଜ୍ଞାନରଞ୍ଜନ ବେହେରା ଓ ସହକାରୀ କୋଚ୍ ଭାବେ ରାଜଶେଖର […]

odisha

odisha

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 07:08 PM IST

Sports

Latest News

କଟକ, (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ୱେଷ୍ଟ ବେଙ୍ଗଲର କଲ୍ୟାଣୀଠାରେ ହେବାକୁଥିବା ୭୪ତମ ଜାତୀୟ ସିନିୟର ପୁରୁଷ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିର ଇଷ୍ଟ ଜୋନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ ପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଏହି ୨୦ ଜଣିଆ ଓଡ଼ିଶା ଦଳର ନେତୃତ୍ୱ ନେବେ ରାଉରକେଲାର ଅର୍ପଣ ଲାକ୍ରା।

ଟିମର କୋଚ୍ ଭାବେ ନିପେନ୍ଦ୍ର କୁମାର ଦାସ, ମ୍ୟାନେଜର୍ ଭାବେ ଜ୍ଞାନରଞ୍ଜନ ବେହେରା ଓ ସହକାରୀ କୋଚ୍ ଭାବେ ରାଜଶେଖର ପ୍ରଧାନ ରହିଛନ୍ତି। ସୂଚନାଯୋଗ୍ୟ, କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଓଡ଼ିଶାର ଗ୍ରୁପରେ ବିହାର ଓ ୱେଷ୍ଟ ବେଙ୍ଗଲ ରହିଛନ୍ତି। ୨୨ ତାରିଖରେ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ବିହାର ଏବଂ ୨୬ ତାରିଖରେ ୱେଷ୍ଟ ବେଙ୍ଗଲକୁ ଭେଟିବ।

ଓଡ଼ିଶା ଦଳ: ଫଗୁ ବାସ୍କେ, ଏଜାଜୁଦ୍ଦିନ ଖାନ୍, ଶେଖ ଶାହାବାଜ ଆଲମ୍, ଡି. ଶ୍ରୀନାଥ, ସୁନୀଲ ମୁଣ୍ଡା, ମହମ୍ମଦ ଇମତିଆଜ, ଅର୍ପଣ ଲାକ୍ରା (କ୍ୟାପଟେନ), ରାଜୁ ବେସାର, ଅର୍ବିନ୍ ଲାକ୍ରା, ଅର୍ଜୁନ ନାଏକ, ରାଜେଶ ନାଏକ, ବିକି ସେଠୀ, ଚନ୍ଦ୍ର ମୁଦୁଲି, ମୁକେଶ ମିଞ୍ଜ, ବିଜୟ ଘାଲାନ୍, ଅମର ଲାକ୍ରା, ସେକ୍ ଫରିଦ୍, ପ୍ରଶାନ୍ତ ଶ୍ରୀହରି, କାର୍ତ୍ତିକ ଚନ୍ଦ୍ର ଭୋଳା, ସେକ୍ ଘୋଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story