କ୍ରିଡ଼ାର ହବ ହେବାକୁ ଯାଉଛି ଓଡ଼ିଶା। କ୍ରିଡ଼ା ଓ କ୍ରିଡ଼ାବିତଙ୍କ ସଫଳତାରେ ସୁନାମ ଅର୍ଜନ କରୁଛି ଓଡ଼ିଶା। ଏବେ ଭଲିବଲ୍ ଖେଳରେ ଓଡ଼ିଶାକୁ ମିଳିବାକୁ ଯାଉଛି ଏକ ସ୍ୱତନ୍ତ୍ର ପରିଚୟ। କାରଣ ଦୀର୍ଘ ୩୧ ବର୍ଷ ପରେ ଭାରତୀୟ ଭଲିବଲ୍ ଟିମରେ ସାମିଲ ହୋଇଛନ୍ତି ଜଣେ ଖେଳାଳି। ଜଗତସିହଂପୁରର ତାରକା ଭଲିବଲ ଖେଳାଳି ରାହୁଲ ବାରିକ ଭାରତୀୟ ସିନିୟର ଭଲିବଲ ଟିମରେ ଆଟାକିଂ ଷ୍ଟ୍ରାଇକର ଭାବେ ସ୍ଥାନ ପାଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ରୋମାଞ୍ଚକର ସ୍ଥିତିରେ ସିଡ୍ନୀ ଟେଷ୍ଟ
ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିବା ଟିମ୍ ଇଣ୍ଡିଆ କିଛି ନୂଆ କରିପାରି ନଥିଲା। ପୁଣି ଥରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
Sports
ଭାରତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବ ଓଡ଼ିଶା
ଆଗାମୀ ୩ ବର୍ଷ ପାଇଁ ଜାତୀୟ ‘ଖୋ ଖୋ’ ଟିମକୁ ସ୍ପନସର କରିବେ ଓଡିଶା ସରକାର। ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
Cricket
ଅଣଦେଖା ଭାରତୀୟ କ୍ରିକେଟର କଲେ ବିଶ୍ୱ ରେକର୍ଡ
ସେ ଲିଷ୍ଟ ଏରେ ଆଉଟ ନ ହୋଇ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ସେ ବିଜୟ ହଜାରେ ଟ୍ରଫିରେ ଦମଦାର ଇନିଂସ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ବିର୍ଦ୍ଦଭାକୁ ୮ ୱିକେଟରେ ବିଜୟ ଭେଟି ଦେଇଛନ୍ତି।
Cricket
ରୋହିତଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ କେମିତି ହେଲା ନିଷ୍ପତ୍ତି? ଜାଣନ୍ତୁ ପୂରା ରିପୋର୍ଟ
ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ପ୍ରାୟ ୫ ମାସ ପରେ ରହିଛି। ତେଣୁ ରୋହିତ ଆଉ ଭାରତ ପାଇଁ ଟେଷ୍ଟ ଖେଳିବାର ଆଶା ନାହିଁ। ସେ ସମ୍ଭବତଃ ମେଲବର୍ଣ୍ଣରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳି ସାରିଛନ୍ତି।
Cricket
ବୁମ୍ରାଙ୍କ ସହ ଯୁକ୍ତିତର୍କ କଲେ କନଷ୍ଟାସ, ଫଳ ଭୋଗିଲେ ଖୱାଜା: ଦେଖନ୍ତୁ ଭିଡିଓ
ଭାରତ ପ୍ରଥମ ଇନିଂସରେ ୧୮୫ ରନ କରି ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆ ୩ ଓଭର ବ୍ୟାଟିଂ କରିଛି।