କ୍ରିଡ଼ାର ହବ ହେବାକୁ ଯାଉଛି ଓଡ଼ିଶା। କ୍ରିଡ଼ା ଓ କ୍ରିଡ଼ାବିତଙ୍କ ସଫଳତାରେ ସୁନାମ ଅର୍ଜନ କରୁଛି ଓଡ଼ିଶା। ଏବେ ଭଲିବଲ୍ ଖେଳରେ ଓଡ଼ିଶାକୁ ମିଳିବାକୁ ଯାଉଛି ଏକ ସ୍ୱତନ୍ତ୍ର ପରିଚୟ। କାରଣ ଦୀର୍ଘ ୩୧ ବର୍ଷ ପରେ ଭାରତୀୟ ଭଲିବଲ୍ ଟିମରେ ସାମିଲ ହୋଇଛନ୍ତି ଜଣେ ଖେଳାଳି। ଜଗତସିହଂପୁରର ତାରକା ଭଲିବଲ ଖେଳାଳି ରାହୁଲ ବାରିକ ଭାରତୀୟ ସିନିୟର ଭଲିବଲ ଟିମରେ ଆଟାକିଂ ଷ୍ଟ୍ରାଇକର ଭାବେ ସ୍ଥାନ ପାଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
ଅଶ୍ୱିନ ଓ ଜାଡେଜାଙ୍କ ଦମରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ କରି ନେଇଛି। ଏକଦା ୩୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ଏବେ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି।
Cricket
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
ବାଂଲାଦେଶ ବିପକ୍ଷରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ୧୪୭ ବର୍ଷର ଟେଷ୍ଟ କ୍ରିକେଟରେ ଯାହା ଘଟି ନଥିଲା, ସେକଥା କରିବାକୁ ସକ୍ଷମ ହୋଇଛନ୍ତି।
Cricket
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
ପନ୍ତ ୩୯ ରନ କରି ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
Cricket
ପ୍ରଥମ ଟେଷ୍ଟ ପୂର୍ବରୁ ବାଂଲାଦେଶ ସମ୍ପର୍କରେ ଏମିତି କହିଲେ ରୋହିତ ଶର୍ମା
ଥମ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଚେନ୍ନାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ସମ୍ପର୍କରେ ମଜାଳିଆ କଥା କହିଛନ୍ତି।
Hockey
ଭାରତ ବିପକ୍ଷ ଫାଇନାଲରେ ଚାଇନା ପତାକା ଧରିଥିଲେ ପାକିସ୍ତାନ ଖେଳାଳି, କିନ୍ତୁ
ଫାଇନାଲ ମ୍ୟାଚ୍ରେ ଚାଇନା କଡ଼ା ଟକ୍କର ଦେଇଥିଲେ ହେଁ ଭାରତ ୧-୦ରେ ମ୍ୟାଚ୍ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି।