ବିରାଟଙ୍କ ଫ୍ଲପ ଶୋ, ନିଜକୁ ଜାଳିଦେଲେ ପାଗଳ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଅନେକ।  ଏମିତିକି କିଛି ଫ୍ୟାନ୍‌  ପାଗଳ ମଧ୍ୟ। ଏହାରି  ଭିତରେ ଏକ ବିଚିତ୍ର ଖବର ଆସିଛି।  ତାହା ହେଉଛି  ବିରାଟଙ୍କ ନୈରାଶ୍ୟଜନକ ପ୍ରଦର୍ଶନରେ ହତାଶ ହୋଇ ଜଣେ ଫ୍ୟାନ୍‌ ଜଣକ ବଞ୍ଚିଯାଇଥିବା ବେଳେ ତାଙ୍କ ଶରୀରରେ ୬୦ ପ୍ରତିଶତ ପୋଡ଼ିଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ କିଛି ଖାସ୍‌ କମାଲ ଦେଖାଇ ପାରିନଥିଲେ। ବିରାଟଙ୍କ ଏହି ପ୍ରଦର୍ଶନରେ ତାଙ୍କର  ଜଣେ ଫ୍ୟାନ […]

Virat-Kohli-3 copy

Virat-Kohli-3 copy

Rakesh Mallick
  • Published: Monday, 08 January 2018
  • Updated: 08 January 2018, 03:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଅନେକ।  ଏମିତିକି କିଛି ଫ୍ୟାନ୍‌  ପାଗଳ ମଧ୍ୟ। ଏହାରି  ଭିତରେ ଏକ ବିଚିତ୍ର ଖବର ଆସିଛି।  ତାହା ହେଉଛି  ବିରାଟଙ୍କ ନୈରାଶ୍ୟଜନକ ପ୍ରଦର୍ଶନରେ ହତାଶ ହୋଇ ଜଣେ ଫ୍ୟାନ୍‌ ଜଣକ ବଞ୍ଚିଯାଇଥିବା ବେଳେ ତାଙ୍କ ଶରୀରରେ ୬୦ ପ୍ରତିଶତ ପୋଡ଼ିଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ କିଛି ଖାସ୍‌ କମାଲ ଦେଖାଇ ପାରିନଥିଲେ। ବିରାଟଙ୍କ ଏହି ପ୍ରଦର୍ଶନରେ ତାଙ୍କର  ଜଣେ ଫ୍ୟାନ ମର୍ମାହାତ ହୋଇପଡ଼ିଥିଲେ। ଆଉ ନିରାଶ ହୋଇ ନିଜକୁ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ। ନିଜ ଶରୀରକୁ ନିଆଁ ଲଗେଇ ଦେବାରୁ ୬୦ ପ୍ରତିଶତ ଜଳିଯାଇଛି।  ଖବର ମୁତାବକ ମଧ୍ୟପ୍ରଦେଶରେ ରହୁଥିବା ୬୩ ବର୍ଷୀୟ ବାବୁଲାଲ ବେରଭା ବିରାଟଙ୍କ ଜଣେ ବଡ ପ୍ରଶଂସକ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟଙ୍କ ନିରାଶଜନକ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସୌଭାଗ୍ୟବଶଃତ ସେ ବର୍ତ୍ତିଯାଇଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story