‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ହାଇଦ୍ରାବାଦ: ଓଡ଼ିଆ ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦ ହାଇଦ୍ରାବାଦରେ ଥିବା ଆମେରିକା କାଉନସେଲ ଜେନେରାଲ ଜୋଏଲ ରେଇଫମନଙ୍କ ସହ ଭରଚୁଆଲ ମିଡିଅମରେ କଥାବାର୍ତ୍ତା ହୋଇଛନ୍ତି। ଏହି କଥାବାର୍ତ୍ତା ବେଳେ ଦୂତି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ବିଗତ କିଛି ବର୍ଷ ହେବ ଦୂତୀ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ସେ କିନ୍ତୁ ତାଙ୍କ ନିନ୍ଦୁକଙ୍କ କଥାକୁ ଖାତିର କରନ୍ତି ନାହିଁ ବୋଲି […]

dutee

dutee

Subhransu Sekhar
  • Published: Saturday, 04 July 2020
  • Updated: 04 July 2020, 10:41 AM IST

ହାଇଦ୍ରାବାଦ: ଓଡ଼ିଆ ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦ ହାଇଦ୍ରାବାଦରେ ଥିବା ଆମେରିକା କାଉନସେଲ ଜେନେରାଲ ଜୋଏଲ ରେଇଫମନଙ୍କ ସହ ଭରଚୁଆଲ ମିଡିଅମରେ କଥାବାର୍ତ୍ତା ହୋଇଛନ୍ତି। ଏହି କଥାବାର୍ତ୍ତା ବେଳେ ଦୂତି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ବିଗତ କିଛି ବର୍ଷ ହେବ ଦୂତୀ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ସେ କିନ୍ତୁ ତାଙ୍କ ନିନ୍ଦୁକଙ୍କ କଥାକୁ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି।

ଦୌଡରାଣୀ ଦୂତି ଜୋଏଲ ରେଇଫମନଙ୍କୁ କହିଛନ୍ତି, “ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ। ପ୍ରେମ କରିବା ବେଳେ ଜଣେ ଜାତି, ଧର୍ମ ଏବଂ ଲିଙ୍ଗକୁ ଦେଖେ ନାହିଁ। ଗତ ବର୍ଷ ମେ ମାସରେ ମୁଁ ମୋର ପ୍ରେମ ସମ୍ପର୍କ ବାବଦରେ କହିଥିଲି। ସେ ଆମ ଗାଁ ପାଖର ଝିଅ। ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ଲୁଚାଇ ରଖିବା ଅପେକ୍ଷା ଖୋଲି କରି କହିବା ଠିକ୍ । ମୋର ସହଯୋଗୀ ମୋତେ ସମର୍ଥନ କରୁଛନ୍ତି। ମୁଁ ମୋ ଲାଇଫ୍ ତଆରି କରୁଛି। ଅନେକ ଲୋକ ଅନେକ କଥା କହୁଛନ୍ତି। କିଏ ଗେ, ଲେସବିଆନ୍ ଇତ୍ୟାଦି କହୁଛନ୍ତି। ମୁଁ  କିନ୍ତୁ ଏ କଥାକୁ ଖାତିର କରେ ନାହିଁ। ଆମକୁ ପରସ୍ପର ସହିତ ମିଶି ଜୀବନ କାଟିବାର ଅଛି”।

“ଯଦିଓ ମୋର ପରିବାର ଏବଂ ବଡ଼ ଭଉଣୀ ଆମର ସମ୍ପର୍କକୁ ବିରୋଧ କରୁଛନ୍ତି। ହେଲେ ମୁଁ ଏହାକୁ ଖାତିର କରେନି। ମୋତେ ମୋର ସହଯୋଗୀ ସହିତ ଜୀବନ ବିତାଇବାର ଅଛି। ଏହା ମୋର ନିଷ୍ପତ୍ତି”।

ଯେଉଁମାନେ ସମଲିଙ୍ଗୀ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନେ ଖୋଲି କରି କହିବା ଦରକାର। କାରଣ ଏ ବିଶ୍ୱ ସବୁବେଳେ ଭଲ କଥାକୁ ଗ୍ରହଣ କରେ। ତେଣୁ, ଦୟାକରି ଏଭଳି ସମ୍ପର୍କକୁ ଲୁଚାନ୍ତୁ ନାହିଁ ବୋଲି ଦୂତୀ ଆହ୍ୱାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story