ୱେଷ୍ଟଇଣ୍ଡିଜ୍ କବଜାରେ ଲକ୍ଷ୍ନୌ ଟେଷ୍ଟ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିଜୟ ନିକଟତର ହୋଇଛି। ଆଫଗାନିସ୍ତାନର ୧୮୭ ରନ୍ ଜବାବରେ ୱେଷ୍ଟଇଣ୍ଡିଜ୍ ଶାମର ବ୍ରୁକ୍ସଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୨୭୭ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ୱେଷ୍ଟଇଣ୍ଡିଜ୍ ୯୦ ରନର ଅଗ୍ରଣୀ ହାସଲ କରିଛି। ୨ୟ ଇନିଂସରେ ଆଫଗାନିସ୍ତାନ ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୦୯ ରନ୍ କରିଛି। […]

brooks

brooks

Ranjit Kumar Jena
  • Published: Thursday, 28 November 2019
  • Updated: 28 November 2019, 07:10 PM IST

Sports

Latest News

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିଜୟ ନିକଟତର ହୋଇଛି। ଆଫଗାନିସ୍ତାନର ୧୮୭ ରନ୍ ଜବାବରେ ୱେଷ୍ଟଇଣ୍ଡିଜ୍ ଶାମର ବ୍ରୁକ୍ସଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୨୭୭ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ୱେଷ୍ଟଇଣ୍ଡିଜ୍ ୯୦ ରନର ଅଗ୍ରଣୀ ହାସଲ କରିଛି। ୨ୟ ଇନିଂସରେ ଆଫଗାନିସ୍ତାନ ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୦୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଫସର୍ ଜାଜାଇ ୨ ରନ୍ କରି ଅପରାଜିତ ରହିଛନ୍ତି। ଦଳ ୧୯ ରନରେ ଆଗୁଆ ଥିବା ବେଳେ ହାତରେ ୩ ୱିକେଟ୍ ବାକି ରହିଛି।

ୱେଷ୍ଟଇଣ୍ଡିଜ୍ ଗୁରୁବାର ତା'ର ପୂର୍ବଦିନର ସ୍କୋର ୬୮/୨ରୁ ଖେଳ ଆରମ୍ଭ କରିଥିଲା। ଜନ କ୍ୟାମ୍ପବେଲ୍ ଓ ବ୍ରୁକ୍ସ ତୃତୀୟ ୱିକେଟ୍‌ ପାଇଁ ୮୨ ରନର ଭାଗୀଦାରୀ କରିଥିଲେ। କ୍ୟାମ୍ପବେଲ୍ ୫୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ବ୍ରୁକ୍ସ ଏକାକୀ ଲଢ଼ିଥିଲେ ଏବଂ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ବ୍ରୁକ୍ସ ୨୧୪ ବଲରେ ୧୫ ଚୌକା ଓ ୧ ଛକା ସହ ୧୧୧ ରନ୍ କରି ଆମୀର ହମଜାଙ୍କ ଶିକାର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶେନ୍ ଡାଓରିଚ୍ ୪୨, କ୍ୟାପଟେନ୍ ଜେସନ ହୋଲ୍ଡର୍ ୧୧, ଶିମରନ୍ ହେଟମେୟର୍ ୧୩ ରନ୍ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ହଜମା ସର୍ବାଧିକ ୫ଟି, ରଶିଦ୍ ଖାନ୍ ୩ଟି ଓ ଜାହିର୍ ଖାନ୍ ୨ଟି ୱିକେଟ୍‌ ନେଇଥିଲେ।

ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲା। ଦଳ ବିନା ୱିକେଟରେ ୫୩ ରନ୍ କରି ଭଲ ସ୍ଥିତିରେ ଥିଲା, କିନ୍ତୁ ଏହା ପରେ ୱେଷ୍ଟଇଣ୍ଡିଜ୍ ସ୍ପିନର ରାକୀମ କର୍ନୱାଲ ଓ ରୋଷ୍ଟନ ଚେଜଙ୍କ ସ୍ପିନ୍ ଆଗରେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନମାନେ ଆତ୍ମସମର୍ପଣ କରିଥିଲେ। ଆଫଗାନିସ୍ତାନ ତା'ର ଶେଷ ୭ ୱିକେଟ୍ ୫୬ ରନରେ ହରାଇଥିଲା। ଆଫଗାନିସ୍ତାନ ପକ୍ଷରୁ ଜାଭେଦ୍ ଅହମ୍ମଦି ସର୍ବାଧିକ ୬୨ ରନ୍ କରିଥିବା ବେଳେ ଇବ୍ରାହିମ୍ ଜର୍ଦ୍ଦାନ୍ ୨୩ ଓ ନାସିର୍ ଜମାଲ୍ ୧୫ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ସ୍ପିନର ରାକୀମ କର୍ନୱାଲ ଓ ରୋଷ୍ଟନ ଚେଜ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story