ବାରବାଟୀ ଦିନିକିଆ: ଘଣ୍ଟାଏ ଭିତରେ ସରିଲା ଅନଲାଇନ୍ ଟିକେଟ୍

କଟକ (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏହା ଜ୍ୱଳନ୍ତ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାରଠାରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଯାଇଛି। ମାତ୍ର ଘଣ୍ଟାଏ ଭିତରେ ୮୧୫୦ ଟିକେଟ୍ ବିକ୍ରି ହୋଇଥିବା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ କୁହାଯାଇଛି। ଅନଲାଇନ୍ ଟିକେଟ୍‌ ପାଇଁ କ୍ରିକେଟପ୍ରେମୀ […]

barabati

barabati

Ranjit Kumar Jena
  • Published: Thursday, 05 December 2019
  • Updated: 05 December 2019, 09:26 PM IST

କଟକ (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁଥିବା ଦିନିକିଆ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏହା ଜ୍ୱଳନ୍ତ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାରଠାରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଯାଇଛି। ମାତ୍ର ଘଣ୍ଟାଏ ଭିତରେ ୮୧୫୦ ଟିକେଟ୍ ବିକ୍ରି ହୋଇଥିବା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ କୁହାଯାଇଛି।

ଅନଲାଇନ୍ ଟିକେଟ୍‌ ପାଇଁ କ୍ରିକେଟପ୍ରେମୀ ଗୁରୁବାର ସକାଳୁ ଅପେକ୍ଷା କରି ରହିଥିଲେ। ତେବେ ସନ୍ଧ୍ୟା ୫ଟାରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା, ଯାହା ପେଟିଏମ୍.କମ୍ ଓ ଇନସାଇଡର୍.ଇନ୍ ୱେବସାଇଟରେ ବିକ୍ରି କରାଯାଇଥିଲା। କିନ୍ତୁ ଯେତେବେଳେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହେଲା, କ୍ରିକେଟପ୍ରେମୀ ଟିକେଟ୍ ବୁକ୍ କରିବାରେ ଲାଗି ପଡ଼ିଥିଲେ। ଯାହା ଫଳରେ ୱେବସାଇଟ୍‌ ସର୍ଭର ଡାଉନ୍ ହୋଇଥିଲା।

ବର୍ତ୍ତମାନ ଯେଉଁ କ୍ରିକେଟପ୍ରେମୀ ଟିକେଟ୍‌ କିଣିବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏବେ କାଉଣ୍ଟରରୁ ଟିକେଟ୍ କିଣିବେ। ଡିସେମ୍ବର ୧୯ ଓ ୨୦ ତାରିଖରେ ଷ୍ଟାଡିୟମର କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ।

ଗ୍ୟାଲେରୀ ନମ୍ବର ୧ ଓ ୩ର ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ୟାଲେରୀ ନଂ ୨ ଓ ୪ର ମୂଳ୍ୟ ୫୦୦, ଗ୍ୟାଲେରୀ ନଂ ୬ ଓ ୭ର ମୂଲ୍ୟ ୪୦୦, ସ୍ପେଶାଲ ଏନକ୍ଲୋଜରର ମୂଲ୍ୟ ୩ହଜାର, ନ୍ୟୁ ପ୍ୟାଭିଲିୟନର ମୂଲ୍ୟ ୫ହଜାର, କର୍ପୋରେଟ୍ ବକ୍ସର ମୂଲ୍ୟ ୮ହଜାର ଏବଂ ଏସି ବକ୍ସ (ଗ୍ୟାଲେରୀ ନମ୍ବର-୪)ର ମୂଲ୍ୟ ୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story