କରେନ୍‌ସୀ ନୋଟ୍‌ରେ ଏକମାତ୍ର କ୍ରିକେଟର କିଏ

ନୂଆଦିଲ୍ଲୀ: କ୍ରିକେଟ୍‌ରେ ଅନେକ ମହାନ ଖେଳାଳି ଅଛନ୍ତି। କ୍ରିକେଟ୍ କଥା ଉଠିଲେ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କଠାରୁ ଆରମ୍ଭ କରି ସଚିନ୍ ତେନ୍ଦୁଲକର, ଭିଭିୟାନ ରିଚର୍ଡସ୍‌ଙ୍କ ଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର, କପିଲ ଦେବଙ୍କଠାରୁ ଆରମ୍ଭ କରି ବ୍ରାୟନ ଲାରାଙ୍କ ପର୍ଯ୍ୟନ୍ତ ନାଁ ଆଲୋଚନା ହୋଇଥାଏ। ତେବେ କୌଣସି ଦେଶର ନୋଟ୍‌ରେ କେବେ କୌଣସି କ୍ରିକେଟରଙ୍କ ଛବି ଦେଖିଛନ୍ତି? ସାରା ବିଶ୍ୱରେ ଏହି ସୌଭାଗ୍ୟ କେବଳ ଜଣେ କ୍ରିକେଟରଙ୍କୁ ମିଳିଛି। ତାଙ୍କ ନାଁ ଫ୍ରାଙ୍କ୍ ୱରେଲ୍‌। ସେ ହେଉଛନ୍ତି […]

franklin

franklin

Jitendra Garnayak
  • Published: Friday, 14 June 2019
  • Updated: 14 June 2019, 12:47 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍‌ରେ ଅନେକ ମହାନ ଖେଳାଳି ଅଛନ୍ତି। କ୍ରିକେଟ୍ କଥା ଉଠିଲେ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କଠାରୁ ଆରମ୍ଭ କରି ସଚିନ୍ ତେନ୍ଦୁଲକର, ଭିଭିୟାନ ରିଚର୍ଡସ୍‌ଙ୍କ ଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର, କପିଲ ଦେବଙ୍କଠାରୁ ଆରମ୍ଭ କରି ବ୍ରାୟନ ଲାରାଙ୍କ ପର୍ଯ୍ୟନ୍ତ ନାଁ ଆଲୋଚନା ହୋଇଥାଏ। ତେବେ କୌଣସି ଦେଶର ନୋଟ୍‌ରେ କେବେ କୌଣସି କ୍ରିକେଟରଙ୍କ ଛବି ଦେଖିଛନ୍ତି? ସାରା ବିଶ୍ୱରେ ଏହି ସୌଭାଗ୍ୟ କେବଳ ଜଣେ କ୍ରିକେଟରଙ୍କୁ ମିଳିଛି। ତାଙ୍କ ନାଁ ଫ୍ରାଙ୍କ୍ ୱରେଲ୍‌। ସେ ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ।

୧୯୨୪ ଅଗଷ୍ଟ ୧ ତାରିଖରେ ଜନ୍ମ ହୋଇଥିବା ଫ୍ରାଙ୍କ୍‌ ୧୯୪୧ ମସିହାରେ ଫାଷ୍ଟ୍ କ୍ଲାସ୍ କ୍ରିକେଟ୍‌ରେ ପାଦ ଥାପି ଥିଲେ। ୧୯୪୮ରେ ସେ ଟେଷ୍ଟ୍ ଡେବ୍ୟୁ କରିଥିଲେ। ୧୯୬୩ ପର୍ଯ୍ୟନ୍ତ ସେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ତେବେ ୧୯୬୪ ପର୍ଯ୍ୟନ୍ତ ସେ ଫାଷ୍ଟ୍ କ୍ଲାସ୍ ମ୍ୟାଚ୍ ଖେଳିଥିଲେ।

ତାଙ୍କ ବ୍ୟାଟିଂ ଶୈଳୀ ପୂରା ବିଶ୍ୱକୁ ପସନ୍ଦ ଆସିଥିଲା। ସେ ଜଣେ ଅଲ୍‌ରାଉଣ୍ଡର ଥିଲେ। ଏହା ସହିତ ନେତୃତ୍ୱ ନେବାର କଳା ବି ତାଙ୍କୁ ବେଶ୍ ଭଲ ଭାବେ ଜଣାଥିଲା। ୱେଷ୍ଟଇଣ୍ଡିଜ୍ ଟିମ୍‌ର ନେତୃତ୍ୱ ନେବା ପରେ ସେ ଏହାକୁ ଏକ ନୂଆ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ।

worellକ୍ରିକେଟର ପ୍ରତି ତାଙ୍କର ନିଷ୍ଠା ଓ ଯୋଗଦାନକୁ ଦୃଷ୍ଟିରେ ରଖି ବାରବାଡୋସ୍‌ (ୱେଷ୍ଟଇଣ୍ଡିଜ୍‌ର ଏକ ଅଂଶ) ତା’ ଡାକ ଟିକେଟ୍‌ ଓ କରେନ୍‌ସୀ ନୋଟ୍‌ରେ ଫ୍ରାଙ୍କଙ୍କ ଫଟୋ ଛାପିଥିଲା। ସେ ଯେତେ ଭଲ ଖେଳାଳି ଥିଲେ, ସେତେ ଭଲ ମଣିଷ ମଧ୍ୟ ଥିଲେ। ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକୃଷ୍ଟ କରିଥିଲା।

୧୯୬୨ ମସିହାରେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ଯାଇଥିଲା। ସେତେବେଳେ ମ୍ୟାଚ୍ ବେଳେ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟର ଆହତ ହୋଇଥିଲେ। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଫ୍ରାଙ୍କ୍ ଏହି ଖବର ପାଇବା ମାତ୍ରେ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ଯେତେବେଳେ ସେ ଜାଣିଲେ ଯେ ନରୀ କଣ୍ଟ୍ରାକ୍ଟରଙ୍କ ଚିକିତ୍ସା ପାଇଁ ରକ୍ତ ଦରକାର, ସେ ସଙ୍ଗେ ସଙ୍ଗେ ନିଜେ ରକ୍ତ ଦେଇଥିଲେ।

ମାତ୍ର ୪୨ ବର୍ଷ ବୟସରେ ଫ୍ରାଙ୍କ୍ ୱରେଲଙ୍କର ପରଲୋକ ହୋଇଯାଇଥିଲା। ୧୯୬୭ ମସିହା ମାର୍ଚ୍ଚ ୧୩ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story