ଉସେନ୍‌ବୋଲ୍ଟଙ୍କୁ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟିକ୍ସ ପୁରସ୍କାର

ମୋନାକୋ: ଉସେନ୍‌ ବୋଲ୍ଟ ଚଳିତ ବର୍ଷ ସର୍ବ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟିକ୍ସ ଭାବେ ଆଇଏଏଏଫ୍‌ଠାରୁ ପୁରସ୍କୃତ ହୋଇଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ମହିଳା ବର୍ଗରେ ଇଥିଓପିଆର ଅୟାନାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଗତ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବୋଲ୍ଟ ଗତ ରିଓ ଅଲମ୍ପିକ୍‌ରେ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ୨୦୦୮ ବେଜିଂ ଓ ୨୦୧୨ ଲଣ୍ଡନ […]

usain-bolt

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:08 PM IST

ମୋନାକୋ: ଉସେନ୍‌ ବୋଲ୍ଟ ଚଳିତ ବର୍ଷ ସର୍ବ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟିକ୍ସ ଭାବେ ଆଇଏଏଏଫ୍‌ଠାରୁ ପୁରସ୍କୃତ ହୋଇଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ମହିଳା ବର୍ଗରେ ଇଥିଓପିଆର ଅୟାନାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଗତ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ବୋଲ୍ଟ ଗତ ରିଓ ଅଲମ୍ପିକ୍‌ରେ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ୨୦୦୮ ବେଜିଂ ଓ ୨୦୧୨ ଲଣ୍ଡନ ଖେଳରେ ସେ ବିଶ୍ୱକିର୍ତ୍ତୀମାନ ସ୍ଥାପନ କରିଥିଲେ।

Related story