ଐତିହାସିକ ୱିମ୍ବଲଡନ୍ ମ୍ୟାଚ୍ ଜିତିଲେ ସାନିଆ-ବୋପନ୍ନା

ଲଣ୍ଡନ: ଭାରତର ସାନିଆ ମିର୍ଜା ଓ ରୋହନ୍ ବୋପନ୍ନାଙ୍କ ଅଭିଜ୍ଞ ଯୋଡ଼ି ୱିମ୍ବଲଡନ୍ ଓପନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସାନିଆ ଓ ବୋପନ୍ନା ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡରେ ନିଜ ଦେଶର ରାମକୁମାର ରାମନାଥନ ଓ ଅଙ୍କିତା ରାଇନାଙ୍କୁ ସିଧାସଳଖ ୬-୨, ୭-୬ ସେଟରେ ହରାଇଛନ୍ତି । ଏଥିସହ ଓପନ୍ ଯୁଗରେ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଦୁଇ ଭାରତୀୟ ଟିମ୍ ପରସ୍ପର ବିରୋଧରେ ଖେଳୁଥିଲେ । ରାମନାଥନ ଏହି ମ୍ୟାଚ୍ ଜରିଆରେ ଗ୍ରାଣ୍ଡସ୍ଲାମ୍ […]

sania-mirza-and-rohan-bopan

sania-mirza-and-rohan-bopan

Ranjit Kumar Jena
  • Published: Friday, 02 July 2021
  • Updated: 02 July 2021, 11:46 PM IST

ଲଣ୍ଡନ: ଭାରତର ସାନିଆ ମିର୍ଜା ଓ ରୋହନ୍ ବୋପନ୍ନାଙ୍କ ଅଭିଜ୍ଞ ଯୋଡ଼ି ୱିମ୍ବଲଡନ୍ ଓପନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସାନିଆ ଓ ବୋପନ୍ନା ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡରେ ନିଜ ଦେଶର ରାମକୁମାର ରାମନାଥନ ଓ ଅଙ୍କିତା ରାଇନାଙ୍କୁ ସିଧାସଳଖ ୬-୨, ୭-୬ ସେଟରେ ହରାଇଛନ୍ତି । ଏଥିସହ ଓପନ୍ ଯୁଗରେ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଦୁଇ ଭାରତୀୟ ଟିମ୍ ପରସ୍ପର ବିରୋଧରେ ଖେଳୁଥିଲେ ।

ରାମନାଥନ ଏହି ମ୍ୟାଚ୍ ଜରିଆରେ ଗ୍ରାଣ୍ଡସ୍ଲାମ୍ ପଦାର୍ପଣ କରିଛନ୍ତି, ଯିଏ ୨୧ଥର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ କ୍ୱାଲିଫାଇଙ୍ଗ୍ କରିବାରେ ବିଫଳ ହୋଇସାରିଛନ୍ତି । ମ୍ୟାଚର ପ୍ରଥମ ସେଟକୁ ସାନିଆ ଓ ବୋପନ୍ନା ସହଜରେ ଜିତି ନେଇଥିଲେ, କିନ୍ତୁ ଦ୍ୱିତୀୟ ସେଟରେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା । ଚାରିଜଣଙ୍କ ମଧ୍ୟରୁ ବୋପନ୍ନା ନିଜର ଦମଦାର ସର୍ଭିସ୍ ଓ ବେସଲାଇନରେ ଗ୍ରାଉଣ୍ଡ ଷ୍ଟ୍ରୋକ୍ ଦ୍ୱାରା ସବୁଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ।

ସାନିଆ ଓ ଆମେରିକାର ବେଥାନି ମ୍ୟାଟେକ୍ ସାଣ୍ଡସଙ୍କ ଯୋଡ଼ି ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ଅଙ୍କିତା ଓ ତାଙ୍କ ଆମେରିକୀୟ ଯୋଡ଼ିଦାର ଲରେନ୍ ଡେଭିସ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ରାଇନା ଓ ଡେଭିଡ୍ ଗୁରୁବାର ବିଳମ୍ବିତ ରାତିରେ ଆମେରିକାର ଆସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କ ନିକଟରୁ ସିଧାସଳଖ ସେଟରେ ହାରିଯାଇଥିଲେ ।

ଆମେରିକାର ୧୪ତମ ସିଡ୍ ଯୋଡ଼ି ଅଙ୍କିତା ଓ ଡେଭିସଙ୍କୁ ୬-୩, ୬-୨ ସେଟରେ ହରାଇଥିଲେ । ଏହି ମ୍ୟାଚଟି ମାତ୍ର ୭୦ ମିନିଟ୍ ଧରି ଚାଲିଥିଲା । ବୋପନ୍ନା ଓ ଦିବିଜ ଶରଣ ପୁରୁଷ ଡବଲ୍ସର ପ୍ରଥମ ରାଉଣ୍ଡରୁ ଆଗକୁ ବଢ଼ି ପାରିନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story