ବିଷ୍ଣୁ ବିଶାଲଙ୍କ ହାତ ଧରିଲେ ଜ୍ୱଲା ଗୁଟ୍ଟା

ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲଙ୍କୁ ଆଜି ବିବାହ କରିଛନ୍ତି ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା। ହାଇଦ୍ରାବାଦର ଗୋଟିଏ ହୋଟେଲରେ ଉଭୟଙ୍କ ପରିବାର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ସି ଗ୍ରୀନ ଓ ନାଲି ଶାଢ଼ିରେ ଜ୍ୱାଲା ଝଟକୁ ଥିବା ବେଳେ ବିଷ୍ଣୁ ଧଳା ଶାର୍ଟ ସହ ଧୋତି ପିନ୍ଧିଥିଲେ। ଗତକାଲି ଠାରୁ ହିଁ ପ୍ରି ୱେଡିଂ କାର୍ଯ୍ୟକ୍ରମ ମେହେନ୍ଦିରୁ ଆରମ୍ଭ ହୋଇଥିଲା। ଉଭୟ ବିବାହ ବନ୍ଧନରେ […]

Vishnu-Vishal

Vishnu-Vishal

Hemant Lenka
  • Published: Thursday, 22 April 2021
  • Updated: 22 April 2021, 09:18 PM IST

Sports

Latest News

ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲଙ୍କୁ ଆଜି ବିବାହ କରିଛନ୍ତି ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା। ହାଇଦ୍ରାବାଦର ଗୋଟିଏ ହୋଟେଲରେ ଉଭୟଙ୍କ ପରିବାର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ସି ଗ୍ରୀନ ଓ ନାଲି ଶାଢ଼ିରେ ଜ୍ୱାଲା ଝଟକୁ ଥିବା ବେଳେ ବିଷ୍ଣୁ ଧଳା ଶାର୍ଟ ସହ ଧୋତି ପିନ୍ଧିଥିଲେ।

ଗତକାଲି ଠାରୁ ହିଁ ପ୍ରି ୱେଡିଂ କାର୍ଯ୍ୟକ୍ରମ ମେହେନ୍ଦିରୁ ଆରମ୍ଭ ହୋଇଥିଲା। ଉଭୟ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଦୀର୍ଘ ଦିନ ହେଲାଣି ବିଷ୍ଣୁ ଓ ଜ୍ୱାଲାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରସ୍ପରକୁ ଡେଟିଂ ମଧ୍ୟ କରୁଥିଲେ।

ଗତକାଲି ଉଭୟଙ୍କ ମେହେନ୍ଦି ବେଳର ଏକାଧିକ ଫଟୋ ସାମ୍ନାକୁ ଆସିଥିଲା। ଆଜି ବାହାଘର ପରେ ଫଟୋ ସାମ୍ନାକୁ ଆସିଛି। ଗତବର୍ଷ ସେପ୍ଟେମ୍ବର ୯ରେ ବିଷ୍ଣୁ ଫିଲ୍ମ ଷ୍ଟାଇଲ୍‌ରେ ଜ୍ୱାଲାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ସମୟରେ ସେ ତାଙ୍କୁ ମୁଦି ମଧ୍ୟ ପିନ୍ଧାଇଥିଲେ। ଜ୍ୱାଲାଙ୍କ ବୟସ ୩୭ ହୋଇଥିବା ବେଳେ ବିଷ୍ଣୁଙ୍କ ବୟସ ୩୬। ସେହିପରି ଜ୍ୱାଲାଙ୍କର ଏହା ଦ୍ୱିତୀୟ ବିବାହ।

୨୦୦୫ରେ ତାଙ୍କର ବିବାହ ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କ ସହ ହୋଇଥିଲା। ତେବେ ୨୦୧୧ରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଜ୍ୱାଲା ହାଇଦ୍ରାବାଦରେ ରହି ସେଠାରେ ଗୋଟିଏ ବ୍ୟାଡମିଣ୍ଟନ କୋଚିଂ ସେଣ୍ଟର ଖୋଲିଛନ୍ତି। ଅନ୍ୟପକ୍ଷରେ ବିଷ୍ଣୁ ଏକାଧିକ ତାମିଲ ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story