ନିଜର ଫାଇଦା ପାଇଁ ଅନେକଙ୍କ କ୍ୟାରିୟର ବରବାଦ କରିଛନ୍ତି ଆଫ୍ରିଦି: ଇମ୍ରାନ୍‌

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ଶାହିଦ୍‌ ଆଫ୍ରିଦିଙ୍କ ରଚିତ ବହି ‘ଗେମ୍‌ ଚେଞ୍ଜର’କୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହି ବହିରେ ଆଫ୍ରିଦି ନିଜର ବୟସ ଠାରୁ ଆରମ୍ଭ କରି କିମ୍ବଦନ୍ତୀ କ୍ରିକେଟର୍‌ ଜାଭେଦ୍‌ ମିଆଁଦାଦ, ୱାକର ୟୁନିସ୍‌ ଓ ଗୌତମ ଗମ୍ଭୀରଙ୍କ ସମ୍ପର୍କରେ କିଛି ଅକୁହା କଥା ଲେଖିଛନ୍ତି। ଏହାକୁ ନେଇ ଗମ୍ଭୀର ଓ ଆଫ୍ରିଦିଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ଏଥିରେ ପୂର୍ବତନ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ଇମ୍ରାନ୍‌ ଫରାହତ ଲମ୍ପ ମାରିଛନ୍ତି। ସେ […]

uu

uu

Hemant Lenka
  • Published: Tuesday, 07 May 2019
  • Updated: 07 May 2019, 05:37 PM IST

Sports

Latest News

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ଶାହିଦ୍‌ ଆଫ୍ରିଦିଙ୍କ ରଚିତ ବହି ‘ଗେମ୍‌ ଚେଞ୍ଜର’କୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହି ବହିରେ ଆଫ୍ରିଦି ନିଜର ବୟସ ଠାରୁ ଆରମ୍ଭ କରି କିମ୍ବଦନ୍ତୀ କ୍ରିକେଟର୍‌ ଜାଭେଦ୍‌ ମିଆଁଦାଦ, ୱାକର ୟୁନିସ୍‌ ଓ ଗୌତମ ଗମ୍ଭୀରଙ୍କ ସମ୍ପର୍କରେ କିଛି ଅକୁହା କଥା ଲେଖିଛନ୍ତି।

ଏହାକୁ ନେଇ ଗମ୍ଭୀର ଓ ଆଫ୍ରିଦିଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ଏଥିରେ ପୂର୍ବତନ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ଇମ୍ରାନ୍‌ ଫରାହତ ଲମ୍ପ ମାରିଛନ୍ତି। ସେ ଏକାଧିକ ଟ୍ୱିଟ୍‌ କରି ଆଫ୍ରିଦିଙ୍କ ଉପରେ ବର୍ଷିଛନ୍ତି। ଏଥିସହ ଆଫ୍ରିଦି ନିଜର ଫାଇଦା ପାଇଁ ମିଛ କଥା କହିବା ସହ ଅନେକ ଖେଳାଳିଙ୍କ କ୍ୟାରିୟରକୁ ବରାଦ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି।

ଇମ୍ରାନ୍‌ କହିଛନ୍ତି, “ଆଫ୍ରିଦି ଦୀର୍ଘ ୨୦ ବର୍ଷ ହେଲା ସମସ୍ତଙ୍କୁ ନିଜ ବୟସ ସମ୍ପର୍କରେ ମିଛ କହି ଆସୁଥିଲେ। ଏବେ କିମ୍ବଦନ୍ତୀ କ୍ରିକେଟରଙ୍କ ସମ୍ପର୍କରେ ମଧ୍ୟ ସେ ମିଛ କହିବା ଆରମ୍ଭ କରିଛନ୍ତି। ଆଫ୍ରିଦିଙ୍କ ତଥାକଥିତ ବହି ସମ୍ପର୍କରେ ଶୁଣି ଲାଜ୍ଜ ଲାଗୁଛି। ଯେଉଁ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ହେଲା ନିଜ ବୟସ ସମ୍ପର୍କରେ ସମସ୍ତଙ୍କୁ ମିଛ କହି ଆସୁଥିଲା, ଏବେ ସେ ନିଜକୁ ସଚ୍ଚୋଟ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି।

ସେ ନିଜର ଫାଇଦା ପାଇଁ କିଛି କିମ୍ବଦନ୍ତୀ କ୍ରିକେଟରଙ୍କୁ ଅପମାନିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ ଏହି ତଥାକଥିତ ସନ୍ଥଙ୍କ ସମ୍ପର୍କରେ ଅନେକ କଥା ଜାଣିଛନ୍ତି। ତାଙ୍କ ପାଖରେ ଯେଉଁ ଟ୍ୟାଲେଣ୍ଟ ରହିଛି, ସେ ରାଜନେତା ହେବାକୁ ଯୋଗ୍ୟ। ସେ ଅନେକ ପାକିସ୍ତାନୀ କ୍ରିକେଟରଙ୍କ କ୍ୟାରିୟରକୁ ବରବାଦ କରିଛନ୍ତି। ସେ ନିଜ ବହିରେ କ୍ରିକେଟରଙ୍କ ସମ୍ପର୍କରେ ଯେଉଁ କଥା କହିଛନ୍ତି, ସେଥିରେ ସତ୍ୟତା ନାହିଁ।”

ପାକିସ୍ତାନ ପକ୍ଷରୁ ୪୦ଟି ଟେଷ୍ଟ ଓ ୫୮ଟି ଦିନିକିଆ ଖେଳିଥିବା ଇମ୍ରାନ୍‌ ସମସ୍ତ କ୍ରିକେଟ୍‌ରଙ୍କୁ ଆଫ୍ରିଦି କହିଥିବା ମିଛର ପର୍ଦ୍ଦାଫାସ କରିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଆଫ୍ରିଦିଙ୍କ ବହି ଉପରେ ରୋକ ଲଗାଇବାକୁ ପାକିସ୍ତାନର ଏକ କୋର୍ଟରେ ଆବେଦନ ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story