ପାକ୍ ଟି-୨୦ ଟିମକୁ ଫେରିଲେ ଶେହଜାଦ୍ ଓ ଉମର୍ ଅକମଲ୍

କରାଚି: ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୬ଜଣିଆ ପାକିସ୍ତାନ ଟିମର ଘୋଷଣା କରାଯାଇଛି। ଶନିବାରଠାରୁ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ ପାଇଁ ପାକିସ୍ତାନ ଟିମକୁ ଅହମ୍ମଦ ଶେହଜାଦ୍ ଓ ଉମର୍ ଅକମଲ୍ ଫେରିଛନ୍ତି। ଶେହଜାଦ୍ ନିଜର ଶେଷ ଟି-୨୦ ମ୍ୟାଚ୍ ୨୦୧୮ରେ ସ୍କଟଲ୍ୟାଣ୍ଡ୍ ବିପକ୍ଷରେ ଖେଳିଥିଲେ। ସେହିପରି ଅକମଲ୍ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହାଛଡ଼ା ଟିମରେ ପେସ୍ ବୋଲର ଫହୀମ ଅସରଫଙ୍କୁ ସାମିଲ୍ କରାଯାଇଛି। ବାମହାତୀ […]

pak

pak

Ranjit Kumar Jena
  • Published: Wednesday, 02 October 2019
  • Updated: 02 October 2019, 05:35 PM IST

Sports

Latest News

କରାଚି: ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୬ଜଣିଆ ପାକିସ୍ତାନ ଟିମର ଘୋଷଣା କରାଯାଇଛି। ଶନିବାରଠାରୁ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ ପାଇଁ ପାକିସ୍ତାନ ଟିମକୁ ଅହମ୍ମଦ ଶେହଜାଦ୍ ଓ ଉମର୍ ଅକମଲ୍ ଫେରିଛନ୍ତି। ଶେହଜାଦ୍ ନିଜର ଶେଷ ଟି-୨୦ ମ୍ୟାଚ୍ ୨୦୧୮ରେ ସ୍କଟଲ୍ୟାଣ୍ଡ୍ ବିପକ୍ଷରେ ଖେଳିଥିଲେ। ସେହିପରି ଅକମଲ୍ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ।

ଏହାଛଡ଼ା ଟିମରେ ପେସ୍ ବୋଲର ଫହୀମ ଅସରଫଙ୍କୁ ସାମିଲ୍ କରାଯାଇଛି। ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଇମାମ୍-ଉଲ୍-ହକ୍ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ତାଙ୍କ ହାତରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ତୃତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି।

ପାକିସ୍ତାନ ଟି-୨୦ ସ୍କ୍ୱାଡ୍: ସର୍ଫରାଜ ଅହମ୍ମଦ (କ୍ୟାପଟେନ୍), ବାବର ଆଜମ୍, ଅହମ୍ମଦ ଶେହଜାଦ୍, ଆସିଫ୍ ଅଲୀ, ଫହୀମ ଅସରଫ୍, ଫକର ଜମାନ୍, ହାରିସ୍ ସୋହେଲ୍, ଇଫତିକାର ଅହମ୍ମଦ, ଇମାଦ୍ ୱାସିମ୍, ମହମ୍ମଦ ଆମୀର୍, ମହମ୍ମଦ ହସନେନ୍, ମହମ୍ମଦ ନୱାଜ୍, ଶଦାବ୍ ଖାନ୍, ଉମର ଅକମଲ୍, ଉସମାନ୍ ଶିନୱାରୀ, ୱହାବ ରିଆଜ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story