ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପାକିସ୍ତାନ ଦଳ

ଲାହୋର: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଶନିବାର ପାକିସ୍ତାନ ଟିମର ଘୋଷଣା କରାଯାଇଛି। ଟିମର ନୂଆ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିସବା-ଉଲ୍-ହକ୍ ଅଲରାଉଣ୍ଡର ମହମ୍ମଦ ନୱାଜ ଓ ବ୍ୟାଟ୍ସମ୍ୟାନ୍ ଇଫତିକାର ଅହମ୍ମଦଙ୍କୁ ଦିନିକିଆ ଟିମରେ ସାମିଲ୍ କରିଛନ୍ତି। ସେହିପରି ଟିମରେ ଅହମ୍ମଦ ଶେହଜାଦ୍, ଫହୀମ୍ ଅସରଫ୍, ହସନ୍ ଅଲୀ ଓ ଉମର ଅକମଲଙ୍କୁ ସ୍ଥାନ ମିଳିନାହିଁ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା ୨୭ ତାରିଖରୁ ଲାହୋରରେ ଆରମ୍ଭ ହେବ। ତେବେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ […]

pak

pak

Ranjit Kumar Jena
  • Published: Saturday, 21 September 2019
  • Updated: 21 September 2019, 07:37 PM IST

ଲାହୋର: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଶନିବାର ପାକିସ୍ତାନ ଟିମର ଘୋଷଣା କରାଯାଇଛି। ଟିମର ନୂଆ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିସବା-ଉଲ୍-ହକ୍ ଅଲରାଉଣ୍ଡର ମହମ୍ମଦ ନୱାଜ ଓ ବ୍ୟାଟ୍ସମ୍ୟାନ୍ ଇଫତିକାର ଅହମ୍ମଦଙ୍କୁ ଦିନିକିଆ ଟିମରେ ସାମିଲ୍ କରିଛନ୍ତି। ସେହିପରି ଟିମରେ ଅହମ୍ମଦ ଶେହଜାଦ୍, ଫହୀମ୍ ଅସରଫ୍, ହସନ୍ ଅଲୀ ଓ ଉମର ଅକମଲଙ୍କୁ ସ୍ଥାନ ମିଳିନାହିଁ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା ୨୭ ତାରିଖରୁ ଲାହୋରରେ ଆରମ୍ଭ ହେବ।

ତେବେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ହଫିଜ୍ ଟିମରୁ ଓହରିଯାଇଛନ୍ତି। ବର୍ତ୍ତମାନ ହଫିଜ୍ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ)ରେ ବ୍ୟସ୍ତ ଥିବାରୁ ଏହି ସିରିଜରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମିସବା କହିଛନ୍ତି, ହଫିଜ୍ ଟିମରୁ ବାଦ୍ ପଡ଼ିନାହାନ୍ତି। ସିପିଏଲ୍ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉପଲବ୍ଧ ନହେବାକୁ କହିଛନ୍ତି।

୨୦୦୯ରେ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀଲଙ୍କା ଟିମ୍ ପ୍ରଥମଥର ପାକିସ୍ତାନ ଗସ୍ତ କରିବ। ତେବେ ଏହି ଗସ୍ତ ପାଇଁ ଶ୍ରୀଲଙ୍କାର ଦ୍ୱିତୀୟଶ୍ରେଣୀ ଟିମ୍ ଚୟନ କରିଛି। ଟିମର ୧୦ଜଣ ସିନିୟର୍ ଖେଳାଳି ପାକିସ୍ତାନ ଗସ୍ତ କରିବାକୁ ମନା କରିଛନ୍ତି। ଏଥିରେ ଲସିଥ୍ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ଷ୍ଟାର୍ ଖେଳାଳି ସାମିଲ୍ ଅଛନ୍ତି।

ପାକିସ୍ତାନ ସ୍କ୍ୱାଡ୍: ସର୍ଫରାଜ ଅହମ୍ମଦ, ବାବର ଆଜମ, ଆବିଦ୍ ଅଲୀ, ଆସିଫ୍ ଅଲୀ, ଫକର ଜମାନ୍, ଇମାମ୍-ଉଲ୍-ହକ୍, ହାରିସ୍ ସୋହେଲ, ମହମ୍ମଦ ହସନେନ୍, ଇଫତିକାର ଅଲୀ, ଇମାଦ୍ ୱାସିମ୍, ମହମ୍ମଦ ଆମୀର, ମହମ୍ମଦ ରିଜୱାନ୍, ଶବାଦ୍ ଖାନ୍, ମହମ୍ମଦ ନୱାଜ, ଉସମାନ୍ ଶିନୱାରୀ, ୱହାବ ରିଆଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story