ପାକିସ୍ତାନ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ବାତିଲ

କରାଚି: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ପାକିସ୍ତାନରେ ୧୦ ବର୍ଷ ପରେ କୌଣସି ଦିନିକିଆ ମ୍ୟାଚ୍ ଖେଳାଯିବାର ଥିଲା, କିନ୍ତୁ ବର୍ଷା ଏହି ଖୁସିକୁ ଧୂଳିସାତ୍ କରିଦେଇଛି। ଏପରିକି ମ୍ୟାଚରେ ଗୋଟିଏ ବି ବଲ୍ ବି ପଡ଼ିପାରି ନାହିଁ। ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜର ସବୁ ମ୍ୟାଚ୍ କରାଚିରେ ଖେଳାଯିବ। ସିରିଜର […]

pak-sri

pak-sri

Ranjit Kumar Jena
  • Published: Friday, 27 September 2019
  • Updated: 27 September 2019, 08:23 PM IST

Sports

Latest News

କରାଚି: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ପାକିସ୍ତାନରେ ୧୦ ବର୍ଷ ପରେ କୌଣସି ଦିନିକିଆ ମ୍ୟାଚ୍ ଖେଳାଯିବାର ଥିଲା, କିନ୍ତୁ ବର୍ଷା ଏହି ଖୁସିକୁ ଧୂଳିସାତ୍ କରିଦେଇଛି। ଏପରିକି ମ୍ୟାଚରେ ଗୋଟିଏ ବି ବଲ୍ ବି ପଡ଼ିପାରି ନାହିଁ। ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜର ସବୁ ମ୍ୟାଚ୍ କରାଚିରେ ଖେଳାଯିବ।

ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୨୯ ତାରିଖରେ ଏହି ଗ୍ରାଉଣ୍ଡରେ ଖେଳାଯିବ। ଏହି ମଇଦାନରେ ଶେଷଥର ପାଇଁ ୨୧ ଜାନୁଆରୀ, ୨୦୦୯ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ପାକିସ୍ତାନ ମଧ୍ୟ ଏଠାରେ ଶେଷଥର ପାଇଁ ୨୦୦୯ରେ ହିଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା।

୨୦୦୯ରେ ଶ୍ରୀଲଙ୍କା ଟିମ୍ ପାକିସ୍ତାନ ଗସ୍ତ କରିଥିଲା। ସେହି ସମୟରେ ଲାହୋରରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ବେଳେ ଆତଙ୍କବାଦୀ ଶ୍ରୀଲଙ୍କା ଟିମର ବସ୍ ଉପରକୁ ହମଲା କରିଥିଲେ। ଏହି ଆକ୍ରମଣରେ ଶ୍ରୀଲଙ୍କାର କିଛି ଖେଳାଳି ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ସୁରକ୍ଷାକର୍ମୀ ମୃତ୍ୟୁବରଣ କରିଥିଲେ। ଏହି ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story