ରାୱଲପିଣ୍ଡି ଟେଷ୍ଟ: ତୃତୀୟ ଦିନର ଖେଳ ବି ବାଧାପ୍ରାପ୍ତ

ରାୱଲପିଣ୍ଡି: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସ ଖେଳ ମଧ୍ୟ ବର୍ଷା ଓ ଖରାପ ଆଲୋକ କାରଣରୁ ବାଧାପ୍ରାପ୍ତ ହୋଇଛି। ଆଉଟ୍ ଫିଲ୍ଡ ଓଦା ରହିବା ଏବଂ ପାଗ ରହିବା କାରଣରୁ ଶୁକ୍ରବାର ମାତ୍ର ୨୭ ମିନିଟରେ ୫.୨ ଓଭର୍ ଖେଳ ସମ୍ଭବ ହୋଇଛି। ଏହା ପୂର୍ବରୁ ମ୍ୟାଚର ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ୮.୨ ଓଭର ଖେଳ ହୋଇଥିଲା। ଆସନ୍ତାକାଲି ଅର୍ଥାତ୍ ଶନିବାର […]

pak-vs-SL

pak-vs-SL

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 06:54 PM IST

Sports

Latest News

ରାୱଲପିଣ୍ଡି: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସ ଖେଳ ମଧ୍ୟ ବର୍ଷା ଓ ଖରାପ ଆଲୋକ କାରଣରୁ ବାଧାପ୍ରାପ୍ତ ହୋଇଛି। ଆଉଟ୍ ଫିଲ୍ଡ ଓଦା ରହିବା ଏବଂ ପାଗ ରହିବା କାରଣରୁ ଶୁକ୍ରବାର ମାତ୍ର ୨୭ ମିନିଟରେ ୫.୨ ଓଭର୍ ଖେଳ ସମ୍ଭବ ହୋଇଛି।

ଏହା ପୂର୍ବରୁ ମ୍ୟାଚର ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ୮.୨ ଓଭର ଖେଳ ହୋଇଥିଲା। ଆସନ୍ତାକାଲି ଅର୍ଥାତ୍ ଶନିବାର ଚତୁର୍ଥ ଦିବସରେ ମଧ୍ୟ ପାଗ ମେଘୁଆ ରହିବା ସହ ବର୍ଷାର ମଧ୍ୟ ସମ୍ଭାବନା ରହିଛି।

ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୨୬୩ ରନ୍ କରିଥିଲା। ତେବେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬ ୱିକେଟରେ ୨୮୨ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ ଡି'ସିଲଭା ୮୭ ଓ ଦିଲରୁୱନ୍ ପରେରା ୬ ରନ୍ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story