ପାକିସ୍ତାନର ପୂର୍ବତନ ଅଧିନାୟକ ଜାହିର ଆବାସ ହେଲେ ଆଇସିସି ସଭାପତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଜାହିର ଆବାସ ହୋଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ‌ପରିଷଦ (ଆଇସିସି)ର ସଭାପତି। ବାରବାଦୋସ ଠାରେ ଆଇସିସିର ବାର୍ଷିକ ସମ୍ମିଳନୀର ତୃତୀୟ ଦିବସରେ ବୁଧବାର ତାଙ୍କୁ ଏହି ପଦ ପାଇଁ ଚୟନ କରାଯାଇଥିଲା। ୬୭ ବର୍ଷୀୟ ଆବାସ ଆଇସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏକ ବର୍ଷ ପାଇଁ ଏହି ପଦବୀରେ ରହିବେ। ତାଙ୍କୁ ଏହି ପଦ ପାଇଁ ଚୟନ କରାଯିବା ପରେ ଆବାସ ଆଇସିସି ସମେତ ବିଶ୍ୱର ସମସ୍ତ କ୍ରିକେଟ‌ବୋର୍ଡମାନଙ୍କୁ ଧନ୍ୟବାଦ […]

-Zaheer-Abbas

-Zaheer-Abbas

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 05:57 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଜାହିର ଆବାସ ହୋଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ‌ପରିଷଦ (ଆଇସିସି)ର ସଭାପତି। ବାରବାଦୋସ ଠାରେ ଆଇସିସିର ବାର୍ଷିକ ସମ୍ମିଳନୀର ତୃତୀୟ ଦିବସରେ ବୁଧବାର ତାଙ୍କୁ ଏହି ପଦ ପାଇଁ ଚୟନ କରାଯାଇଥିଲା। ୬୭ ବର୍ଷୀୟ ଆବାସ ଆଇସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏକ ବର୍ଷ ପାଇଁ ଏହି ପଦବୀରେ ରହିବେ। ତାଙ୍କୁ ଏହି ପଦ ପାଇଁ ଚୟନ କରାଯିବା ପରେ ଆବାସ ଆଇସିସି ସମେତ ବିଶ୍ୱର ସମସ୍ତ କ୍ରିକେଟ‌ବୋର୍ଡମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ଆଇସିସିର ସଭାପତି ପଦ ପାଇଥିବାରୁ ସେ ନିଜକୁ ଗୌରାବାନ୍ୱିତ ମନେ କରୁଛନ୍ତି। କ୍ରିକେଟ‌ ତାଙ୍କୁ ସବୁ କିଛି ଦେଇଛି। କ୍ରିକେଟରୁ ସେ ସାଙ୍ଗ, ସମ୍ମାନ, ସ୍ୱୀକୃତି ସହିତ ଦେଶର ସେବା କରିବା ପାଇଁ ସୁଯୋଗ ପାଇଛନ୍ତି। ଏସବୁର ଋଣ କେବେ ବି ପରିଶୋଧ କରି ହେବ ନାହିଁ। ଆଇସିସିର ସମସ୍ତ ସଦସ୍ୟଙ୍କ ସହିତ ମିଶି ସେ କ୍ରିକେଟର ଉନ୍ନତି ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି।

ଏହା ସହିତ ସେ ପାକିସ୍ତାନ କ୍ରିକେଟ‌ ବୋର୍ଡ (ପିସିବି)କୁ ବିଶେଷ ଭାବେ କୃତଜ୍ଞତା ଜଣାଇଥିଲେ। କାରଣ ପିସିବି ତାଙ୍କ ନାମକୁ ଆଇସିସିର ସଭାପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ଦେଇଥିଲା।

ଆଇସିସି ସଭାପତି ହେବାରେ ଆବାସ ହେଉଛନ୍ତି ଦ୍ୱିତୀୟ ପାକିସ୍ତାନୀ। ତା’ପୂର୍ବରୁ ଏହସାନ‌ ମଣି ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ।

ଆବାସ ଆଇସିସି ସଭାପତି ହେବା ପରେ ଆଇସିସି ଅଧ୍ୟକ୍ଷ ଏନ‌ ଶ୍ରୀନିବାସନ‌ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଇସିସିର ଏହି ବାର୍ଷିକ ସମ୍ମିଳନୀରେ ଶ୍ରୀନିବାସନ ବିସିସିଆଇର ପ୍ରତିନିଧି ଭାବେ ଯୋଗ ଦେଇଥିଲେ।

ଜାହିର ଆବାସ ଜଣେ ଡାହାଣହାତି ବ୍ୟାଟ୍ସମ୍ୟାନ‌। ସେ ୧୯୬୯ ରୁ ୧୯୮୫ ମଧ୍ୟରେ ପାକିସ୍ତାନ ତରଫରୁ ୭୮ଟି ଟେଷ୍ଟ‌ ଓ ୬୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ‌ ଖେଳିଛନ୍ତି। ୧୯୭୫,୧୯୭୯ ଓ ୧୯୮୩ରେ ହୋଇଥିବା କ୍ରିକେଟ୍ ବିଶ୍ୱକପରେ ମଧ୍ୟ ସେ ପାକିସ୍ତାନ ଟମର ସଦସ୍ୟ ଥିଲେ।

ସେ ପାକିସ୍ତାନ ପାଇଁ ୨୨ଟି ଟେଷ୍ଟ‌ ଓ ୧୪ଟି ଦିନିକିଆ ମ୍ୟାଚରେ ଅଧିନାୟକ ହୋଇଥିଲେ। ୨୨ ବର୍ଷର ଲମ୍ୱା କ୍ୟାରିଅରରେ ସେ ୧୦୮ଟି ଶତକ ମାରିଛନ୍ତି। ସେ ହେଉଛନ୍ତି ଏସିଆ ମହାଦେଶର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ଟି ଶତକ ମାରିଛନ୍ତି। କିନ୍ତୁ ସେ ଆଉ ଏକ କାରଣ ପାଇଁ ଅଧିକ ପ୍ରସିଦ୍ଧ। ଦିନିକିଆରେ ଲଗାତାର ତିନିଟି ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ‌।

ମୁସ୍ତାଫା କମଲଙ୍କ ଇସ୍ତଫା ପରେ ଆଇସିସି ସଭାପତି ପଦ ୨୦୧୫ ଏପ୍ରିଲ ୧ ତାରିଖରୁ ଖାଲି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story