ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିଲେ ପାର୍ଥିବ ପଟେଲ

ମୁମ୍ବାଇ: ଆହତ ଜନିତ ସମସ୍ୟା କାରଣରୁ ଭାରତୀୟ ଟେଷ୍ଟ ଟିମ୍‌ର ୱିକେଟ୍‌ କିପର ରିଦ୍ଧିମାନ ସାହା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ପାର୍ଥିବ ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ଏ ନେଇ ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୩୧ ବର୍ଷିୟ ପାର୍ଥବ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୦୮ରେ ଖେଳିଥିଲେ। ୨୦୧୬-୧୭ ରଣଜୀ ଟ୍ରଫି ମ୍ୟାଚ୍‌ରେ ପାର୍ଥିବ ଭଲ ପ୍ରଦର୍ଶନ କରିଛନ୍ତି। ରଣଜୀ ଟ୍ରଫିରେ ସେ ୮ଟି ମ୍ୟାଚ୍‌ ଖେଳି ୪୧୫ […]

patel

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 06:41 PM IST

ମୁମ୍ବାଇ: ଆହତ ଜନିତ ସମସ୍ୟା କାରଣରୁ ଭାରତୀୟ ଟେଷ୍ଟ ଟିମ୍‌ର ୱିକେଟ୍‌ କିପର ରିଦ୍ଧିମାନ ସାହା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ପାର୍ଥିବ ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ଏ ନେଇ ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

୩୧ ବର୍ଷିୟ ପାର୍ଥବ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୦୮ରେ ଖେଳିଥିଲେ। ୨୦୧୬-୧୭ ରଣଜୀ ଟ୍ରଫି ମ୍ୟାଚ୍‌ରେ ପାର୍ଥିବ ଭଲ ପ୍ରଦର୍ଶନ କରିଛନ୍ତି। ରଣଜୀ ଟ୍ରଫିରେ ସେ ୮ଟି ମ୍ୟାଚ୍‌ ଖେଳି ୪୧୫ ରନ୍‌ କରିଛନ୍ତି।

Related story