କୋରିଆ ଓପନ୍ ସେମିରେ କଶ୍ୟପ୍

ଇଞ୍ଚିଅନ୍: ଭାରତୀୟ ଶଟଲର୍ ପାରୁପଲ୍ଲୀ କଶ୍ୟପ୍ ବିଜୟଧାରା ଅବ୍ୟାହତ ରଖି ଚଳିତ କୋରିଆ ଓପନ୍ ୱାର୍ଲ୍ଡ ଟୁର୍ ସୁପର୍-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହାଇଦ୍ରାବାଦର ୩୩ ବର୍ଷୀୟ ଏହି ଖେଳାଳି କ୍ୱାର୍ଟରଫାଇନାଲରେ ପୂର୍ବତନ ଦୁଇ ନମ୍ବର ଖେଳାଳି ଡେନମାର୍କର ଜାନ୍ ଓ’ ଜର୍ଗେନସେନଙ୍କୁ ମାତ୍ର ୩୭ ମିନିଟରେ ୨୪-୨୨, ୨୧-୮ ଗେମରେ ପରାସ୍ତ କରି ଚଳିତ ସିଜନରେ ଦ୍ୱିତୀୟଥର ପାଇଁ ଅନ୍ତିମ-୪ରେ ପ୍ରବେଶ କରିଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବେ […]

kasyap

kasyap

Ranjit Kumar Jena
  • Published: Friday, 27 September 2019
  • Updated: 27 September 2019, 06:19 PM IST

Sports

Latest News

ଇଞ୍ଚିଅନ୍: ଭାରତୀୟ ଶଟଲର୍ ପାରୁପଲ୍ଲୀ କଶ୍ୟପ୍ ବିଜୟଧାରା ଅବ୍ୟାହତ ରଖି ଚଳିତ କୋରିଆ ଓପନ୍ ୱାର୍ଲ୍ଡ ଟୁର୍ ସୁପର୍-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହାଇଦ୍ରାବାଦର ୩୩ ବର୍ଷୀୟ ଏହି ଖେଳାଳି କ୍ୱାର୍ଟରଫାଇନାଲରେ ପୂର୍ବତନ ଦୁଇ ନମ୍ବର ଖେଳାଳି ଡେନମାର୍କର ଜାନ୍ ଓ' ଜର୍ଗେନସେନଙ୍କୁ ମାତ୍ର ୩୭ ମିନିଟରେ ୨୪-୨୨, ୨୧-୮ ଗେମରେ ପରାସ୍ତ କରି ଚଳିତ ସିଜନରେ ଦ୍ୱିତୀୟଥର ପାଇଁ ଅନ୍ତିମ-୪ରେ ପ୍ରବେଶ କରିଛନ୍ତି।

ସେ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବେ ରହିଛନ୍ତି। ଏହା ପୂର୍ବରୁ ସେ ଚଳିତ ବର୍ଷ ଇଣ୍ଡିଆ ଓପନର ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା କଶ୍ୟପ ସେମିରେ ବିଶ୍ୱର ଏକ ନମ୍ବର ଖେଳାଳି ଏବଂ ଦୁଇଥରର ୱାର୍ଲ୍ଡ ଚାମ୍ପିୟନ୍ କେଣ୍ଟୋ ମୋମୋତାଙ୍କୁ ଭେଟିବେ। ବିଶ୍ୱ ରାଙ୍କିଙ୍ଗର ଷଷ୍ଠ ସ୍ଥାନରେ ରହିଥିବା କଶ୍ୟପ୍ ଡେନମାର୍କ ଓପନରେ ପାଞ୍ଚ ବର୍ଷ ପୂର୍ବେ ଜର୍ଗେନସେନଙ୍କୁ ଭେଟିଥିଲେ ଏବଂ ଏହି ମ୍ୟାଚ୍ ପୂର୍ବରୁ ତାଙ୍କର ରେକର୍ଡ ୨-୪ ଥିଲା।

ପ୍ରଥମ ଗେମରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ବ୍ରେକ୍ ସମୟରେ କଶ୍ୟପ୍ ୮-୧୧ରେ ପଛୁଆ ରହିଥିଲେ, ଯାହା ପରେ ସେ ପଏଣ୍ଟ ସଂଗ୍ରହ କରି ଗେମକୁ ଯଥାକ୍ରମେ ୧୪-୧୪, ୧୮-୧୮, ୨୦-୨୦ରେ ବରାବର କରିଥିଲେ। କଶ୍ୟପ୍ ଗେମ୍ ପଏଣ୍ଟ ହାସଲ କରିଥିଲେ, କିନ୍ତୁ ଏହାକୁ ହାତଛଡ଼ା କରିଥିଲେ। ହେଲେ ଭାରତୀୟ ଖେଳାଳି ଦ୍ୱିତୀୟ ଗେମ୍ ପଏଣ୍ଟ ହାତଛଡ଼ା ନକରି ପ୍ରଥମ ଗେମକୁ ୨୨ ମିନିଟରେ ଜିତି ନେଇଥିଲେ। ଦ୍ୱିତୀୟ ଗେମରେ କଶ୍ୟପ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ସେ ବ୍ରେକ୍ ସୁଦ୍ଧା ୧୧-୭ରେ ଆଗୁଆ ଥିଲେ। ଏହା ପରେ କଶ୍ୟପ୍ ସହଜରେ ୧୦ରୁ ୯ ପଏଣ୍ଟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story