ୱେଷ୍ଟ୍ ଇଣ୍ଡିଜ୍‌ର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମ୍‌ରୁ ପୋଲାର୍ଡ ଓ ନାରିନ୍ ବାଦ୍  

ଆଣ୍ଟିଗୁଆ: ୱେଷ୍ଟ୍ ଇଣ୍ଡିଜ୍‌ର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମ୍‌ରୁ ବାଦ୍ ପଡ଼ିଛନ୍ତି ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ ଓ ଅଫ୍ ସ୍ପିନର ସୁନିଲ ନାରିନ୍। ତେବେ ପାଉଣା ନେଇ ଖେଳାଳି ଓ ୱେଷ୍ଟ୍ ଇଣ୍ଡିଜ୍‌ କ୍ରିକେଟ୍ ବୋର୍ଡ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ସେମାନଙ୍କୁ ଦଳରୁ ବାଦ୍ ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଚୟନ କମିଟି ସଦସ୍ୟମାନେ। ୨୮ ବର୍ଷୀୟ ପୋଲାର୍ଡଙ୍କୁ ଆହତ କାରଣରୁ ଟିମ୍‌ରୁ ବାଦ୍ ଦିଆଯାଇଥିବା ବେଳେ ସନ୍ଦେହଜନକ ବୋଲିଂ କୌଶଳ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ […]

sunil-narine

sunil-narine

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 05:06 PM IST

Sports

Latest News

ଆଣ୍ଟିଗୁଆ: ୱେଷ୍ଟ୍ ଇଣ୍ଡିଜ୍‌ର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମ୍‌ରୁ ବାଦ୍ ପଡ଼ିଛନ୍ତି ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ ଓ ଅଫ୍ ସ୍ପିନର ସୁନିଲ ନାରିନ୍। ତେବେ ପାଉଣା ନେଇ ଖେଳାଳି ଓ ୱେଷ୍ଟ୍ ଇଣ୍ଡିଜ୍‌ କ୍ରିକେଟ୍ ବୋର୍ଡ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ସେମାନଙ୍କୁ ଦଳରୁ ବାଦ୍ ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଚୟନ କମିଟି ସଦସ୍ୟମାନେ। ୨୮ ବର୍ଷୀୟ ପୋଲାର୍ଡଙ୍କୁ ଆହତ କାରଣରୁ ଟିମ୍‌ରୁ ବାଦ୍ ଦିଆଯାଇଥିବା ବେଳେ ସନ୍ଦେହଜନକ ବୋଲିଂ କୌଶଳ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ନିଲମ୍ବିତ ହୋଇଛନ୍ତି ସୁନୀଲ ନାରିନ୍। ସେ ବର୍ତ୍ତମାନ ନିଜ ବୋଲିଂ ଶୈଳୀ ନେଇ ଅଭ୍ୟାସ୍ କରୁଛନ୍ତି।

ଚୟନକର୍ତ୍ତାମାନେ ପୋଲାର୍ଡଙ୍କ ସ୍ଥାନରେ କାର୍‌ଲୋସ୍ ବ୍ରାଥ୍‌ୱେଟ୍‌ଙ୍କୁ ଟିମ୍‌ରେ ସାମିଲ କରିଛନ୍ତି। ନାରିନ୍‌ଙ୍କ ସ୍ଥାନରେ କାହାକୁ ନିଆଯାଇ ନାହିଁ।

ମାର୍ଚ୍ଚ ମାସରେ ଭାରତରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଭାଗ ନେବା ପାଇଁ ପାଉଣା ନେଇ ୱେଷ୍ଟ୍ ଇଣ୍ଡିଜ୍‌ କ୍ରିକେଟ୍ ଟିମ୍ ଓ ବୋର୍ଡ ମଧ୍ୟରେ ଟଣାଉଟରା ଚାଲିଛି। ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଖେଳାଳିମାନଙ୍କୁ ସୋମବାର ସୁଦ୍ଧା ଚୁକ୍ତିପତ୍ର ସ୍ୱାକ୍ଷର କରିବାକୁ ବୋର୍ଡ ସମୟ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story