ଚାଇନା ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: କ୍ୱାର୍ଟରରେ ପ୍ରମୋଦ ଭଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରମୋଦ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ସିଧାସଳଖ ୨୧-୭, ୨୨-୨୦ ଗେମରେ ପରାସ୍ତ କରିଥିଲେ। ସେହିପରି ଡବଲ୍ସରେ ସେ ନିଜ ଦେଶର ମନୋଜ ସରକାରଙ୍କ ସହ ମିଶି ଚାଇନା ଯୋଡ଼ି ଜିଆୟୁ ଚେନ୍ ଓ ୟୁୟାଙ୍ଗ ଗାଓଙ୍କକୁ ୨୧-୭, ୧୪-୨୧, […]

pramod

pramod

Ranjit Kumar Jena
  • Published: Thursday, 26 September 2019
  • Updated: 26 September 2019, 08:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ତାରକା ପ୍ରମୋଦ ଭଗତ ଚଳିତ ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଗୁରୁବାର ଅନୁଷ୍ଠିତ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରମୋଦ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ସିଧାସଳଖ ୨୧-୭, ୨୨-୨୦ ଗେମରେ ପରାସ୍ତ କରିଥିଲେ। ସେହିପରି ଡବଲ୍ସରେ ସେ ନିଜ ଦେଶର ମନୋଜ ସରକାରଙ୍କ ସହ ମିଶି ଚାଇନା ଯୋଡ଼ି ଜିଆୟୁ ଚେନ୍ ଓ ୟୁୟାଙ୍ଗ ଗାଓଙ୍କକୁ ୨୧-୭, ୧୪-୨୧, ୨୧-୧୫ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ଆସନ୍ତାକାଲି ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରଫାଇନାଲ୍ ମୁକାବିଲା ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos