ଚାଇନା ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ପ୍ରମୋଦ ଜିତିଲେ ଡବଲ୍ ସ୍ୱର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ଶଟଲର ପ୍ରମୋଦ ଭଗତ ନିଜର ସ୍ୱର୍ଣ୍ଣିମ ଅଭିଯାନ ଜାରି ରଖିଛନ୍ତି। ଚାଇନାରେ ଚାଲିଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ପ୍ରଥମେ ସିଙ୍ଗଲ୍ସ ଏବଂ ପରେ ଡବଲ୍ସ ବିଭାଗରେ ଏହି ସଫଳତା ଆଣି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏଥିସହ ସେ ୨୦୨୦ ଟୋକିଓ ଅଲିମ୍ପିକ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ ୬୦୯୦ ପଏଣ୍ଟ ହାସଲ କରିସାରିଛନ୍ତି। ଚାଇନାର ହାଙ୍ଗଝୁରେ […]

bhagat

bhagat

Ranjit Kumar Jena
  • Published: Sunday, 29 September 2019
  • Updated: 29 September 2019, 08:54 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ଶଟଲର ପ୍ରମୋଦ ଭଗତ ନିଜର ସ୍ୱର୍ଣ୍ଣିମ ଅଭିଯାନ ଜାରି ରଖିଛନ୍ତି। ଚାଇନାରେ ଚାଲିଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ପ୍ରଥମେ ସିଙ୍ଗଲ୍ସ ଏବଂ ପରେ ଡବଲ୍ସ ବିଭାଗରେ ଏହି ସଫଳତା ଆଣି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏଥିସହ ସେ ୨୦୨୦ ଟୋକିଓ ଅଲିମ୍ପିକ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛନ୍ତି।

ସେ ଏପର୍ଯ୍ୟନ୍ତ ମୋଟ ୬୦୯୦ ପଏଣ୍ଟ ହାସଲ କରିସାରିଛନ୍ତି। ଚାଇନାର ହାଙ୍ଗଝୁରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ଗେମରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ସେହିପରି ଡବଲ୍ସରେ ସେ ମନୋଜ ସରକାରଙ୍କ ସହ ମିଶି ନିଜ ଦେଶର ଅନ୍ୟତମ ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬, ୨୧-୧୫ ଗେମରେ ପରାସ୍ତ କରିଛନ୍ତି।

ଏଥିସହ ଚଳିତ ବର୍ଷ ପ୍ରମୋଦଙ୍କ ସ୍ୱର୍ଣ୍ଣ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି। ଗତ ସପ୍ତାହରେ ଶେଷ ହୋଇଥିବା ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନରେ ପ୍ରମୋଦ ଆହତ ଯୋଗୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଗତମାସରେ ଶେଷ ହୋଇଥିବା ୱାର୍ଲ୍ଡ ପାରା-ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ପ୍ରମୋଦ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଏହାସହ ଚଳିତବର୍ଷ ତାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story