ପ୍ରତୁଲ ଜିତିଲେ ବାହାରିନ୍ ଇଣ୍ଟରନ୍ୟାସ୍‌ନାଲ୍ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପ୍ରତୁଲ ଯୋଶୀ ବାହାରିନ୍ ଇଣ୍ଟରନ୍ୟାସ୍‌ନାଲ୍ ଚ୍ୟାଲେଞ୍ଜ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଜିତି ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍ ହାସଲ କରିଛନ୍ତି। ସେ ଆଦିତ୍ୟଙ୍କୁ ୨୧-୧୭, ୧୨-୨୧ ଓ ୨୧-୧୫ରେ ପରାସ୍ତ କରି ଏହି ଟାଇଟଲ୍ ଜିତିଛନ୍ତି।

pratul-joshi

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 04:25 PM IST

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପ୍ରତୁଲ ଯୋଶୀ ବାହାରିନ୍ ଇଣ୍ଟରନ୍ୟାସ୍‌ନାଲ୍ ଚ୍ୟାଲେଞ୍ଜ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଜିତି ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍ ହାସଲ କରିଛନ୍ତି।

ସେ ଆଦିତ୍ୟଙ୍କୁ ୨୧-୧୭, ୧୨-୨୧ ଓ ୨୧-୧୫ରେ ପରାସ୍ତ କରି ଏହି ଟାଇଟଲ୍ ଜିତିଛନ୍ତି।

Related story