ଦେବାଶିଷ ମହାନ୍ତିଙ୍କ ନାଁରେ ପ୍ରେସ ବକ୍ସ

ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ନାଁରେ ପ୍ରେସ ବକ୍ସ। ଭୁବନେଶ୍ୱର ସହୀଦନଗରରେ ଥିବା ସହୀଦ ସ୍ପୋର୍ଟିଂ କ୍ଲବ ପଡିଆରେ ଦେବାଶିଷ ମହାନ୍ତିଙ୍କ ନାଁରେ ଏକ ପ୍ରେସ ବକ୍ସର ଉଦଘାଟନ ହୋଇଯାଇଛି। ଦେବାଶିଷ ମହାନ୍ତିଙ୍କ ଉପସ୍ଥିତରେ ଓଡ଼ିଆ ହକି ଲିଜେଣ୍ଡ ତଥା ପୂର୍ବତନ ସାସଂଦ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଦେବାଶିଷ ମହାନ୍ତି ସହୀଦ ସ୍ପୋର୍ଟିଂରୁ କ୍ରିକେଟ ଖେଳି ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ।

press box

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 06:27 PM IST

Related story