ରଣଜୀ ଟ୍ରଫିରେ ପୃଥ୍ୱୀ ଶ' ଆହତ

ମୁମ୍ବାଇ: ଭାରତ-ଏ’ ଟିମ୍ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ୍ ଯିବାର ମାତ୍ର ସପ୍ତାହକ ପୂର୍ବରୁ ପୃଥ୍ୱୀ ଶ’ଙ୍କୁ ଆଘାତ ଲାଗିଛି। ଏଠାରେ ଚାଲିଥିବା କର୍ଣ୍ଣାଟକ ବିପକ୍ଷ ରଣଜୀ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ମୁମ୍ବାଇର ପୃଥ୍ୱୀଙ୍କର ବାମ କାନ୍ଧରେ ଆଘାତ ଲାଗିଥିଲା। ଏହି ଘଟଣା ମ୍ୟାଚର ପ୍ରଥମ ଦିବସର ତୃତୀୟ ସେସନରେ ଘଟିଥିଲା। ପୃଥ୍ୱୀ ଓଭରଥ୍ରୋ’ରୁ ନିଜକୁ ବଞ୍ଚାଇବା ପାଇଁ ଡାଇଭ୍ ମାରିଥିଲେ। ତାଙ୍କୁ ତୁରନ୍ତ ମଇଦାନ ବାହାରକୁ ନିଆଯାଇଥିଲା। ଏ ନେଇ ଟିମର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, […]

shaw

shaw

Ranjit Kumar Jena
  • Published: Friday, 03 January 2020
  • Updated: 03 January 2020, 09:37 PM IST

Sports

Latest News

ମୁମ୍ବାଇ: ଭାରତ-ଏ' ଟିମ୍ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ୍ ଯିବାର ମାତ୍ର ସପ୍ତାହକ ପୂର୍ବରୁ ପୃଥ୍ୱୀ ଶ'ଙ୍କୁ ଆଘାତ ଲାଗିଛି। ଏଠାରେ ଚାଲିଥିବା କର୍ଣ୍ଣାଟକ ବିପକ୍ଷ ରଣଜୀ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ମୁମ୍ବାଇର ପୃଥ୍ୱୀଙ୍କର ବାମ କାନ୍ଧରେ ଆଘାତ ଲାଗିଥିଲା। ଏହି ଘଟଣା ମ୍ୟାଚର ପ୍ରଥମ ଦିବସର ତୃତୀୟ ସେସନରେ ଘଟିଥିଲା।

ପୃଥ୍ୱୀ ଓଭରଥ୍ରୋ'ରୁ ନିଜକୁ ବଞ୍ଚାଇବା ପାଇଁ ଡାଇଭ୍ ମାରିଥିଲେ। ତାଙ୍କୁ ତୁରନ୍ତ ମଇଦାନ ବାହାରକୁ ନିଆଯାଇଥିଲା। ଏ ନେଇ ଟିମର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ପୃଥ୍ୱୀ ମଇଦାନରେ ଠିକ୍ ଲାଗୁନଥିଲେ, କିନ୍ତୁ ବର୍ତ୍ତମାନ ସେ ଠିକ୍ ଥିବା ଲାଗୁଛି। ପରେ ମୁଁ ଫିଜିଓଙ୍କୁ ତାଙ୍କ ସ୍ଥିତି ସମ୍ବନ୍ଧରେ ପଚାରିଥିଲି। ତେବେ ମୁମ୍ବାଇ ଟିମ୍ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ପୃଥ୍ୱୀଙ୍କର କାନ୍ଧର ଏମଆରଆଇ ସ୍କାନ୍ କରାଯିବ।

ସୂଚନାଯୋଗ୍ୟ, ପୂର୍ବରୁ ପୃଥ୍ୱୀ ଓ ଆଜିଙ୍କ୍ୟ ରାହାଣେ ବ୍ୟାଟରେ କିଛି କମାଲ୍ କରିପାରିନଥିଲେ। ପୃଥ୍ୱୀ ୨୯ ରନ୍ କରିଥିବା ବେଳେ ରାହାଣେ ମାତ୍ର ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ସୂର୍ଯ୍ୟକୁମାରଙ୍କ ଆକର୍ଷଣୀୟ ୭୭ ରନ୍ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୧୯୪ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ୩ ୱିକେଟ୍ ହରାଇ ୭୯ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story