ଗୋଟିଏ ସ୍ଥାନ ଖସିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ୱାର୍ଲ୍ଡ ଚାମ୍ପିୟନ୍ ଶଟଲର୍ ଭାରତର ପିଭି ସିନ୍ଧୁ ଗତ ଦୁଇ ସପ୍ତାହରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ବିଡବ୍ଲ୍ୟୁଏଫ୍ ପକ୍ଷରୁ ମଙ୍ଗଳବାର ଜାରି ୱାର୍ଲ୍ଡ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। କିନ୍ତୁ ପାରୁପଲ୍ଲୀ କଶ୍ୟପଙ୍କୁ ଭଲ ପ୍ରଦର୍ଶନର ଫାଇଦା ମିଳିଛି ଏବଂ ସେ ଟପ୍-୨୫ରେ ପ୍ରବେଶ କରିଛନ୍ତି। ଚାଇନା ଓପନ୍ ଏବଂ କୋରିଆ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ସିନ୍ଧୁ ପାଞ୍ଚ ମାସ ପରେ ଷଷ୍ଠ ସ୍ଥାନକୁ ଖସିଛନ୍ତି। ସେ […]

sindhu

sindhu

Ranjit Kumar Jena
  • Published: Tuesday, 01 October 2019
  • Updated: 01 October 2019, 09:52 PM IST

Sports

Latest News

ନୂଆଦିଲ୍ଲୀ: ୱାର୍ଲ୍ଡ ଚାମ୍ପିୟନ୍ ଶଟଲର୍ ଭାରତର ପିଭି ସିନ୍ଧୁ ଗତ ଦୁଇ ସପ୍ତାହରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ବିଡବ୍ଲ୍ୟୁଏଫ୍ ପକ୍ଷରୁ ମଙ୍ଗଳବାର ଜାରି ୱାର୍ଲ୍ଡ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। କିନ୍ତୁ ପାରୁପଲ୍ଲୀ କଶ୍ୟପଙ୍କୁ ଭଲ ପ୍ରଦର୍ଶନର ଫାଇଦା ମିଳିଛି ଏବଂ ସେ ଟପ୍-୨୫ରେ ପ୍ରବେଶ କରିଛନ୍ତି।

ଚାଇନା ଓପନ୍ ଏବଂ କୋରିଆ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ସିନ୍ଧୁ ପାଞ୍ଚ ମାସ ପରେ ଷଷ୍ଠ ସ୍ଥାନକୁ ଖସିଛନ୍ତି। ସେ ଆଗାମୀ ଡେନମାର୍କ ଓପନ୍ ଏବଂ ଫ୍ରେଞ୍ଚ୍ ଓପନରେ ଭଲ ପ୍ରଦର୍ଶନ କରି ରାଙ୍କିଙ୍ଗରେ ସୁଧାର ଆଣିବାକୁ ପ୍ରୟାସ କରିବେ। ବିଶ୍ୱର ପୂର୍ବତନ ୬ ନମ୍ବର ଖେଳାଳି କଶ୍ୟପଙ୍କୁ କୋରିଆ ଓପନର ସେମିଫାଇନାଲରେ ପହଞ୍ଚିବାର ଫାଇଦା ମିଳିଛି ଏବଂ ସେ ପାଞ୍ଚଟି ସ୍ଥାନ ଚଢ଼ି ୨୫ତମ ସ୍ଥାନରେ ପହଞ୍ଚିଛନ୍ତି।

ସାଇନା ନେହ୍ୱାଲ ରାଙ୍କିଙ୍ଗର ଅଷ୍ଟମ ସ୍ଥାନରେ ସୁରକ୍ଷିତ ଅଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ କିଦାମ୍ବୀ ଶ୍ରୀକାନ୍ତ ନବମ, ବି. ସାଇ ପ୍ରଣୀତ ଦ୍ୱାଦଶ ଏବଂ ସମୀର ବର୍ମା ୧୭ତମ ସ୍ଥାନରେ ରହିଛନ୍ତି। ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଜ ଶେଟ୍ଟୀଙ୍କ ଯୋଡ଼ି ପୁରୁଷ ଡବଲ୍ସରେ ଦ୍ୱାଦଶ ସ୍ଥାନରେ ରହିଥିବା ବେଳେ ମହିଳା ଡବଲ୍ସରେ ଅଶ୍ୱିନୀ ପୋନାପ୍ପା ଓ ଏନ୍. ସିକ୍କି ରେଡ୍ଡି ଗୋଟିଏ ସ୍ଥାନ ଉପରକୁ ଚଢ଼ି ୧୯ତମ ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story