ଆହତ ରାହାଣେ ଆଉଟ୍‌,ମନୀଷ ଇନ୍

ମୁମ୍ବାଇ: ଆହତ କାରଣରୁ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟା ରାହାଣେ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଦଳରେ ସାମିଲ ହୋଇଛନ୍ତି। ଆଜି ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ରାହାଣେଙ୍କ ଡାହାଣ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା। ବିସିସିଆଇ ମେଡିକାଲ ଟିମ୍‌ ପରୀକ୍ଷା କରିବା ପରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ରିପୋର୍ଟ ଦେଇଛନ୍ତି। ଫଳରେ ରାହାଣେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ବାଦ ପଡିଥିବା […]

rahane-manish

Rakesh Mallick
  • Published: Wednesday, 07 December 2016
  • , Updated: 08 December 2016, 10:18 AM IST

ମୁମ୍ବାଇ: ଆହତ କାରଣରୁ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟା ରାହାଣେ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଦଳରେ ସାମିଲ ହୋଇଛନ୍ତି।

ଆଜି ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ରାହାଣେଙ୍କ ଡାହାଣ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା। ବିସିସିଆଇ ମେଡିକାଲ ଟିମ୍‌ ପରୀକ୍ଷା କରିବା ପରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ରିପୋର୍ଟ ଦେଇଛନ୍ତି। ଫଳରେ ରାହାଣେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ବାଦ ପଡିଥିବା ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story