ଭାରତୀୟ ଟିମକୁ ଭେଟିଲେ ରାହୁଲ୍ ଡ୍ରାଭିଡ୍

ବେଙ୍ଗାଲୁରୁ: ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଏବଂ ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ଶୁକ୍ରବାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମର ଭାରତୀୟ ସିନିୟର ଟିମର ଖେଳାଳିଙ୍କ ସହ ସମୟ ବିତାଇଛନ୍ତି। ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତିବା ପରେ ଭାରତୀୟ ଟିମ୍ ଗୁରୁବାର ଏଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂବୟରୁ ଟିମର କିଛି ଖେଳାଳି ମୁଖ୍ୟ କୋଚ୍ ରବ ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିଛନ୍ତି। When two greats […]

dravid

dravid

Ranjit Kumar Jena
  • Published: Friday, 20 September 2019
  • Updated: 20 September 2019, 05:08 PM IST

Sports

Latest News

ବେଙ୍ଗାଲୁରୁ: ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଏବଂ ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ଶୁକ୍ରବାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମର ଭାରତୀୟ ସିନିୟର ଟିମର ଖେଳାଳିଙ୍କ ସହ ସମୟ ବିତାଇଛନ୍ତି। ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତିବା ପରେ ଭାରତୀୟ ଟିମ୍ ଗୁରୁବାର ଏଠାରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂବୟରୁ ଟିମର କିଛି ଖେଳାଳି ମୁଖ୍ୟ କୋଚ୍ ରବ ଶାସ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିଛନ୍ତି।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏକ ଫଟୋ ଟ୍ୱିଟ୍ କରି ଉଲ୍ଲେଖ କରିଛି ଯେ, ଯେତେବେଳେ ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀଙ୍କର ସାକ୍ଷାତ ହୁଏ । ଏହି ଫଟୋରେ ଡ୍ରାଭିଡଙ୍କ ସହ ଶାସ୍ତ୍ରୀ ମଧ୍ୟ ଅଛନ୍ତି।

ଧର୍ମଶାଳାରେ ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ଦ୍ୱିତୀୟ ମ୍ୟାଚରେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ହୋଇଛି। ତୃତୀୟ ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସିରିଜ ବରାବର କରିବାକୁ ଚାହିଁବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story