ଚେନ୍ନାଇ, କୋଲକାତା ପରେ ଇନ୍ଦୋରରେ ବି ବର୍ଷା ସାଜିପାରେ ବାଧକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚେନ୍ନାଇ ଓ କୋଲକାତା ଦିନିକିଆ ପରେ ଏବେ ଇନ୍ଦୋର ଦିନିକିଆରେ ମଧ୍ୟ ବର୍ଷା ସାଜିପାରେ ବାଧକ। ୫ଟିକିଆ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ତୃତୀୟ ମ୍ୟାଚ୍‌ ଇନ୍ଦୋର ଠାରେ ଆସନ୍ତା ରବିବାର ଦିନ ଖେଳାଯିବ। ଏବଂ ଏହି ମ୍ୟାଚ୍‌ ସମୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଇନ୍ଦୋର ସହରରେ ଓ ଆଖପାଖ ଅଞ୍ଚଳରେ ଆସନ୍ତା ଦୁଇଦିନ ଧରି ବର୍ଷାହେବା ସମ୍ଭାବନା ରହିଥିବା ନେଇ ଭୋପାଳ ପାଣିପାଗ […]

indor

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 06:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚେନ୍ନାଇ ଓ କୋଲକାତା ଦିନିକିଆ ପରେ ଏବେ ଇନ୍ଦୋର ଦିନିକିଆରେ ମଧ୍ୟ ବର୍ଷା ସାଜିପାରେ ବାଧକ। ୫ଟିକିଆ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ତୃତୀୟ ମ୍ୟାଚ୍‌ ଇନ୍ଦୋର ଠାରେ ଆସନ୍ତା ରବିବାର ଦିନ ଖେଳାଯିବ। ଏବଂ ଏହି ମ୍ୟାଚ୍‌ ସମୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଇନ୍ଦୋର ସହରରେ ଓ ଆଖପାଖ ଅଞ୍ଚଳରେ ଆସନ୍ତା ଦୁଇଦିନ ଧରି ବର୍ଷାହେବା ସମ୍ଭାବନା ରହିଥିବା ନେଇ ଭୋପାଳ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ଚେନ୍ନାଇ ଓ କୋଲକାତା ଦିନିକିଆ ଭଳି ଇନ୍ଦୋର ଠାରେ ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ୍‌କୁ କିଛି ସମୟ ପାଇଁ ବନ୍ଦ ରଖିବାକୁ ପଡିପାରେ। କିମ୍ବା ମ୍ୟାଚ୍‌ର ଓଭର ସଂଖ୍ୟା କମାଇ ଦିଆଯାଇପାରେ।

Related story