ଦିନିକିଆ ଦଳକୁ ଫେରିଲେ ରାଇନା, ପାଣ୍ଡେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳକୁ ଫେରିଛନ୍ତି ଷ୍ଟାର ବ୍ୟାର୍ଟ୍ସମ୍ୟାନ ସୁରେଶ ରାଇନା ଏବଂ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆ ସିରିଜ୍‌ ଖେଳିବ। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଏହା ଆରମ୍ଭ ହେବ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପଡିଆକୁ ଓହ୍ଲାଇବ। ତେବେ ଦିନିକିଆ ଦଳରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ବାଦ୍‌ ପଡିଛିନ୍ତି। ଭାରତୀୟ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ରୋହିତ […]

raina

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 07:27 PM IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳକୁ ଫେରିଛନ୍ତି ଷ୍ଟାର ବ୍ୟାର୍ଟ୍ସମ୍ୟାନ ସୁରେଶ ରାଇନା ଏବଂ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆ ସିରିଜ୍‌ ଖେଳିବ। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଏହା ଆରମ୍ଭ ହେବ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପଡିଆକୁ ଓହ୍ଲାଇବ। ତେବେ ଦିନିକିଆ ଦଳରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ବାଦ୍‌ ପଡିଛିନ୍ତି।

ଭାରତୀୟ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ବିରାଟ କୋହିଲି, ମନିସ ପାଣ୍ଡେ, ସୁରେଶ ରାଇନା, ହାର୍ଦ୍ଧିକ ପାଣ୍ଡ୍ୟା, ଅକ୍ସର ପଟେଲ, ଅମିତ ମିଶ୍ରା, ଜସ୍‌ପ୍ରିତ ବୁମ୍ରା, ଧୱଲ କୁଲକର୍ଣ୍ଣି, ମନଦିପ ସିଂ ଏବଂ କେଦାର ଯାଦବ।

Related story