ରାଜକୋଟ୍‌ ଟେଷ୍ଟ: ଇଂଲଣ୍ଡ ୩୧୧/୪

ରାଜକୋଟ୍‌: ରାଜକୋଟ୍‌ର ସୌରାଷ୍ଟ କ୍ରିକେଟ୍‌ ଆସୋସିଏସିନ୍‌ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌। ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରୁଛି। ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୪ଟି ୱିକେଟ୍ ହରାଇ ୩୧୧ ରନ୍ କରିଛି। ଆଲିଷ୍ଟର କୁକ୍‌ ୨୧ ରନ୍‌ କରି ଆଉଟ୍ ହୋଇଥିବା ବେଳେ ହାସୀବ ହମୀଦ ୩୧ ରନ୍ କରିଛନ୍ତି। ଜୋ ରୁଟ୍ ୧୨୪ ରନ୍ କରି ଥିବା ବେଳେ ବେନ୍ ଡୁକେଟ୍ ୧୩ ରନ୍ ଥିଲେ। ମୋଇନ […]

rajkot

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 07:08 PM IST

ରାଜକୋଟ୍‌: ରାଜକୋଟ୍‌ର ସୌରାଷ୍ଟ କ୍ରିକେଟ୍‌ ଆସୋସିଏସିନ୍‌ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌। ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରୁଛି। ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୪ଟି ୱିକେଟ୍ ହରାଇ ୩୧୧ ରନ୍ କରିଛି।

ଆଲିଷ୍ଟର କୁକ୍‌ ୨୧ ରନ୍‌ କରି ଆଉଟ୍ ହୋଇଥିବା ବେଳେ ହାସୀବ ହମୀଦ ୩୧ ରନ୍ କରିଛନ୍ତି। ଜୋ ରୁଟ୍ ୧୨୪ ରନ୍ କରି ଥିବା ବେଳେ ବେନ୍ ଡୁକେଟ୍ ୧୩ ରନ୍ ଥିଲେ। ମୋଇନ ଅଲ୍ଲୀ ୯୯ ରନ୍ କରି ଅପରାଜିତ ଥିବା ବେଳେ ୧୯ ରନ୍ କରି ବେନ୍‌ ଷ୍ଟୋକ୍‌ କ୍ରିଜ୍‌ରେ ଅଛନ୍ତି।

ଭାରତ ପକ୍ଷରୁ ଅଶ୍ୱିନ ୨ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

Related story