ରଣଜୀ ସେମିଫାଇନାଲ: ଗୁଜରାଟ ୩୯୦, ଝାଡ଼ଖଣ୍ଡ ୨୧୪/୫

ନାଗପୁର: ନାଗପୁରରେ ଚାଲିଥିବା ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ୫ ୱିକେଟ୍‌ ହରାଇ ୨୧୪ ରନ୍‌ କରିଛି। ଦଳ ପକ୍ଷରୁ ଆଇ. ଜାଗୀ ୪୦ ଏବଂ ରାହୁଲ ଶୁକ୍ଲା ବିନା କୌଣସି ରନ୍‌ କରି ଅପରାଜିତ ଅଛନ୍ତି। ଗୁଜରାଟ ପକ୍ଷରୁ ଆରପି ସିଂହ ୩ ଏବଂ ଆର.ଏଚ୍‌. ଭଟ୍ଟ ଏବଂ ଏଚ୍‌ପି ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି। ଗତକାଲିର ଅସମାପ୍ତ ପାଳି ୨୮୩/୩ରୁ ଆଜି ଖେଳ ଆରମ୍ଭ […]

ranjitrophy

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 06:34 PM IST

ନାଗପୁର: ନାଗପୁରରେ ଚାଲିଥିବା ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ୫ ୱିକେଟ୍‌ ହରାଇ ୨୧୪ ରନ୍‌ କରିଛି। ଦଳ ପକ୍ଷରୁ ଆଇ. ଜାଗୀ ୪୦ ଏବଂ ରାହୁଲ ଶୁକ୍ଲା ବିନା କୌଣସି ରନ୍‌ କରି ଅପରାଜିତ ଅଛନ୍ତି।

ଗୁଜରାଟ ପକ୍ଷରୁ ଆରପି ସିଂହ ୩ ଏବଂ ଆର.ଏଚ୍‌. ଭଟ୍ଟ ଏବଂ ଏଚ୍‌ପି ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଗତକାଲିର ଅସମାପ୍ତ ପାଳି ୨୮୩/୩ରୁ ଆଜି ଖେଳ ଆରମ୍ଭ କରିଥିବା ଗୁଜରାଟ ସମସ୍ତ ୱିକେଟ୍‌ ହରାଇ ୩୯୦ ରନ୍‌ କରିଥିଲା।୧୪୪ ରନ୍‌ କରି ଅପରାଜିତ ଥିବା ପି.କେ. ପଞ୍ଚାଲ ଆଜି ଆଉ ମାତ୍ର ୫ ରନ୍‌ କରି ୧୪୯ରେ ଆଉଟ୍‌ ହୋଇଯାଇଥିଲେ।

ଝାଡ଼ଖଣ୍ଡ ପକ୍ଷରୁ ଅଜୟ ଏବଂ ରାହୁଲ ଶୁକ୍ଲା ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Related story