ରଣଜୀ ଫାଇନାଲ: ଗୁଜରାଟ ୩୨୮ରେ ଅଲଆଉଟ୍‌, ମୁମ୍ବାଇ ୨୦୮/୩

ଇନ୍ଦୋର: ଇନ୍ଦୋରରେ ଚାଲିଥିବା ରଣଜୀ ଫାଇନାଲର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମୁମ୍ବାଇ ୩ ୱିକେଟ୍‌ ହରାଇ ୨୦୮ ରନ୍‌ କରିଛି। ଏହାସହ ମୁମ୍ବାଇ ୧୦୮ ରନ୍‌ର ଅଗ୍ରଣୀ ହାସଲ କରିଛି। ଗତକାଲିର ୨୯୧/୬ ରନ୍‌ରୁ ଆଜି ଗୁଜରାଟ ଖେଳ ଆରମ୍ଭ କରିଥିଲା। ଆଜି ମାତ୍ର ୩୭ ରନ୍‌ରେ ଗୁଜରାଟର ବାକି ୪ଟି ୱିକେଟ୍‌ ପଡି ଯାଇଥିଲା। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମ ପାଳିରେ ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ranjitrophy

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 06:00 PM IST

ଇନ୍ଦୋର: ଇନ୍ଦୋରରେ ଚାଲିଥିବା ରଣଜୀ ଫାଇନାଲର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମୁମ୍ବାଇ ୩ ୱିକେଟ୍‌ ହରାଇ ୨୦୮ ରନ୍‌ କରିଛି। ଏହାସହ ମୁମ୍ବାଇ ୧୦୮ ରନ୍‌ର ଅଗ୍ରଣୀ ହାସଲ କରିଛି।

ଗତକାଲିର ୨୯୧/୬ ରନ୍‌ରୁ ଆଜି ଗୁଜରାଟ ଖେଳ ଆରମ୍ଭ କରିଥିଲା। ଆଜି ମାତ୍ର ୩୭ ରନ୍‌ରେ ଗୁଜରାଟର ବାକି ୪ଟି ୱିକେଟ୍‌ ପଡି ଯାଇଥିଲା।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମ ପାଳିରେ ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Related story