ରିଓ ଅଲିମ୍ପିକ୍‌: ହାରିଗଲେ ରେଞ୍ଜିତ ଓ ଖେତ୍ରୀ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ପୁରୁଷ ଟ୍ରିପଲ୍‌ ଜମ୍ପର ଯୋଗ୍ୟତା ପର୍ଯ୍ୟାୟରେ ହାରି ଯାଇଛନ୍ତି ରେଞ୍ଜିତ ମାହେଶ୍ୱରୀ। ଯୋଗ୍ୟତା ପର୍ଯ୍ୟାୟରେ ସେ ୩୦ ନମ୍ବର ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ସକ୍ଷମ ହୋଇନାହାନ୍ତି। କୁସ୍ତି ଯୋଦ୍ଧା ରବୀନ୍ଦ୍ର ଖେତ୍ରୀ ମଧ୍ୟ ନିରାଶ କରିଛନ୍ତି। ସେ  ହଙ୍ଗେରୀର ଭିକ୍ଟର ଲୋରିନ୍ସଙ୍କ ଠାରୁ ହାରି ଯାଇଛନ୍ତି।

renjith

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 08:19 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ପୁରୁଷ ଟ୍ରିପଲ୍‌ ଜମ୍ପର ଯୋଗ୍ୟତା ପର୍ଯ୍ୟାୟରେ ହାରି ଯାଇଛନ୍ତି ରେଞ୍ଜିତ ମାହେଶ୍ୱରୀ। ଯୋଗ୍ୟତା ପର୍ଯ୍ୟାୟରେ ସେ ୩୦ ନମ୍ବର ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ସକ୍ଷମ ହୋଇନାହାନ୍ତି।

କୁସ୍ତି ଯୋଦ୍ଧା ରବୀନ୍ଦ୍ର ଖେତ୍ରୀ ମଧ୍ୟ ନିରାଶ କରିଛନ୍ତି। ସେ  ହଙ୍ଗେରୀର ଭିକ୍ଟର ଲୋରିନ୍ସଙ୍କ ଠାରୁ ହାରି ଯାଇଛନ୍ତି।

Related story