ରିଓ ଅଲିମ୍ପିକ୍‌: ଫାଇନାଲ ‘ସି’ରେ ନୌଚାଳକ ଦତ୍ତୁ

ରିଓ ଡି ଜେନେରିଓ: ଭାରତୀୟ ନୌଚାଳକ ଦତ୍ତୁ ଭୋକନାଲ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ‘ସି’କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ପୁରଷ ବିଭାଗ ସିଙ୍ଗିଲ ସ୍କଲସ୍‌ରର ସେମିଫାଇନାଲରେ ସି/ଡି-୨ରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୭:୧୯:୦୨ ମିନିଟ୍‌ରେ ଦତ୍ତୁ ତାଙ୍କ ରେସ୍‌ ଶେଷ କରିଥିଲେ। ପ୍ରଥମ ସ୍ଥାନରେ ଥିବା ଦତ୍ତୁ ରେସ୍‌ ଶେଷର କିଛି ସେକେଣ୍ଡ ବ୍ୟବଧାନରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ।

dattu-bhokanal

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 11:34 PM IST

ରିଓ ଡି ଜେନେରିଓ: ଭାରତୀୟ ନୌଚାଳକ ଦତ୍ତୁ ଭୋକନାଲ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ‘ସି’କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ପୁରଷ ବିଭାଗ ସିଙ୍ଗିଲ ସ୍କଲସ୍‌ରର ସେମିଫାଇନାଲରେ ସି/ଡି-୨ରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

୭:୧୯:୦୨ ମିନିଟ୍‌ରେ ଦତ୍ତୁ ତାଙ୍କ ରେସ୍‌ ଶେଷ କରିଥିଲେ। ପ୍ରଥମ ସ୍ଥାନରେ ଥିବା ଦତ୍ତୁ ରେସ୍‌ ଶେଷର କିଛି ସେକେଣ୍ଡ ବ୍ୟବଧାନରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ।

Related story