ରିଓ ଅଲିମ୍ପିକ୍‌: ଭାରତୀୟ ମହିଳା ତୀରନ୍ଦାଜୀ ଦଳ ବିଦା

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ନିରାଶ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜୀ ଦଳ। କ୍ୱାର୍ଟର ଫାଇନାଲ୍‌ରୁ ବିଦା ହୋଇଯାଇଛି ଦଳ। ଗତକାଲି ଖେଳା ଯାଇଥିବା ଏହି ରାଉଣ୍ଡରେ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀଙ୍କୁ ନେଇ ଗଠିତ ଟିମ୍ ରୁଷ ଟିମ୍‌ ଠାରୁ ୪-୫ରେ ହାରି ଯାଇଥିଲା। ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

deepika-kumari

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 08:45 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ନିରାଶ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜୀ ଦଳ। କ୍ୱାର୍ଟର ଫାଇନାଲ୍‌ରୁ ବିଦା ହୋଇଯାଇଛି ଦଳ। ଗତକାଲି ଖେଳା ଯାଇଥିବା ଏହି ରାଉଣ୍ଡରେ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀଙ୍କୁ ନେଇ ଗଠିତ ଟିମ୍ ରୁଷ ଟିମ୍‌ ଠାରୁ ୪-୫ରେ ହାରି ଯାଇଥିଲା।

ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

Related story