ରିଓ ଅଲିମ୍ପିକ୍‌: ଆଜି ବ୍ରିଟେନ୍‌କୁ ଭେଟିବ ଭାରତୀୟ ମହିଳା ହକି ଟିମ୍

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଭାରତୀୟ ମହିଳା ହକି ଟିମ୍ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବ୍ରିଟେନ୍‌କୁ ଭେଟିବ। ଗତକାଲି ଦଳ ଜାପାନ ବିପକ୍ଷ ମ୍ୟାଚ୍‌କୁ ୨-୨ରେ ଡ୍ର’ ରଖିଥିଲା। ଓଡ଼ିଆ ଝିଅ ଲିଲିମା ମିଞ୍ଜଙ୍କ ଗୋଲ୍ ଯୋଗୁଁ ଭାରତୀୟ ଦଳ ପରାଜୟରୁ ବର୍ତ୍ତି ଯାଇଥିଲା। ୧ ପଏଣ୍ଟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ରାତି ଅଢ଼େଇଟାରେ ବ୍ରିଟେନ୍‌ ବିପକ୍ଷରେ ଖେଳିବ।

indianwomenhockey

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 09:11 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଭାରତୀୟ ମହିଳା ହକି ଟିମ୍ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବ୍ରିଟେନ୍‌କୁ ଭେଟିବ। ଗତକାଲି ଦଳ ଜାପାନ ବିପକ୍ଷ ମ୍ୟାଚ୍‌କୁ ୨-୨ରେ ଡ୍ର’ ରଖିଥିଲା। ଓଡ଼ିଆ ଝିଅ ଲିଲିମା ମିଞ୍ଜଙ୍କ ଗୋଲ୍ ଯୋଗୁଁ ଭାରତୀୟ ଦଳ ପରାଜୟରୁ ବର୍ତ୍ତି ଯାଇଥିଲା।

୧ ପଏଣ୍ଟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ରାତି ଅଢ଼େଇଟାରେ ବ୍ରିଟେନ୍‌ ବିପକ୍ଷରେ ଖେଳିବ।

Related story