ପନ୍ତଙ୍କୁ ମିଳିଲା ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ସମର୍ଥନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଲଗାତାର ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଭଳି ସ୍ଥିତିରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପନ୍ତଙ୍କୁ ସମର୍ଥନ କରିଛନ୍ତି। ଯୁବରାଜ କହିଛନ୍ତି, “ପନ୍ତଙ୍କ ଉପରେ ଅତିରିକ୍ତ ଚାପ ନପକାଇ ତାଙ୍କ ମାନସିକତାକୁ ବୁଝିବା ଦରକାର। ଯଦି ଏହା କରାଯାଏ ତାହେଲେ ପନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବେ।” ନିକଟରେ ପନ୍ତଙ୍କ ଖରାପ ପ୍ରଦର୍ଶନକୁ ଦେଖି ତାଙ୍କ ଉପରକୁ ନିୟମିତ ଅଙ୍ଗୁଳି […]

yuvi

yuvi

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 07:25 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଲଗାତାର ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଭଳି ସ୍ଥିତିରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପନ୍ତଙ୍କୁ ସମର୍ଥନ କରିଛନ୍ତି। ଯୁବରାଜ କହିଛନ୍ତି, "ପନ୍ତଙ୍କ ଉପରେ ଅତିରିକ୍ତ ଚାପ ନପକାଇ ତାଙ୍କ ମାନସିକତାକୁ ବୁଝିବା ଦରକାର। ଯଦି ଏହା କରାଯାଏ ତାହେଲେ ପନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବେ।"

ନିକଟରେ ପନ୍ତଙ୍କ ଖରାପ ପ୍ରଦର୍ଶନକୁ ଦେଖି ତାଙ୍କ ଉପରକୁ ନିୟମିତ ଅଙ୍ଗୁଳି ଉଠିବାରେ ଲାଗିଛି। ଆରମ୍ଭରୁ ପନ୍ତଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ବିକଳ୍ପ ଭାବେ କୁହାଯାଉଥିଲା, କିନ୍ତୁ ତାଙ୍କର ଦାୟିତ୍ୱହୀନ ବ୍ୟାଟିଂ ଟିମର ଚିନ୍ତା ବଢ଼ାଇ ଦେଇଛି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ପନ୍ତଙ୍କର ଟିମରେ ରହିବା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଭାରତର ଆଉ ଜଣେ ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ୍ ସମର୍ଥନ କରିଛନ୍ତି।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଯୁବରାଜ କହିଛନ୍ତି, "ମୁଁ ପନ୍ତଙ୍କୁ ସମାଲୋଚନା କରିବାକୁ ଚାହେଁ ନାହିଁ। ସମାଲୋଚନା ବଦଳରେ ପନ୍ତଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି। ଟିମ୍ ମ୍ୟାନେଜମେଣ୍ଟକୁ ତାଙ୍କର ମାନସିକତା ବୁଝିବା ଦରକାର। ଯଦି ଆପଣ ତାଙ୍କ ଉପରେ ଚାପ ପକାଇବେ, ତାହେଲେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କେମିତି ଦେବେ। ମୋ ମତରେ ପନ୍ତଙ୍କୁ ଏଭଳି ସମାଲୋଚନା କରାଯିବା ଅନୁଚିତ୍।"

ଧୋନିଙ୍କ ସହ ପନ୍ତଙ୍କୁ ତୁଳନାକୁ ନେଇ ଯୁବି କହିଛନ୍ତି, "ପନ୍ତ କେବେବି ଧୋନିଙ୍କ ସହ ତୁଳନୀୟ ହୋଇପାରିବେ ନାହିଁ। ଧୋନି ଜଣେ ମହାନ୍ ଖେଳାଳି। ଧୋନି ଗୋଟିଏ ଦିନରେ ଷ୍ଟାର୍ ହୋଇନଥିଲେ। ତାଙ୍କୁ ମଧ୍ୟ ସମୟ ଲାଗିଥିଲା। ବର୍ତ୍ତମାନ ଧୋନିଙ୍କ ବିକଳ୍ପ ଖୋଜିବା ପାଇଁ ସମୟ ଲାଗିବ। ଟି-୨୦ ବିଶ୍ୱକପ୍ ପାଇଁ ଏବେବି ବର୍ଷେ ବାକି ଅଛି। ତେଣୁ ଏହା ମଧ୍ୟରେ ପନ୍ତଙ୍କୁ ଆଉ କିଛି ସୁଯୋଗ ମିଳିବା ଦରକାର।"

ଯୁବ ଆହୁରି କହିଛନ୍ତି, "ମୁଁ ଜାଣିଛି ପନ୍ତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିଛି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ଆପଣ କେମିତି ତାଙ୍କଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବାହାର କରିପାରିବେ। ପନ୍ତଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବା ଟିମର କୋଚ୍ ଓ କ୍ୟାପଟେନଙ୍କର ଦାୟିତ୍ୱ। ସେମାନେ ପନ୍ତଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ତାଙ୍କ ଭୁଲକୁ ସୁଧାରିବା ପାଇଁ ପରାମର୍ଶ ଦେବା ଦରକାର। ଯଦି ଟିମ୍ ମ୍ୟାନେଜମେଣ୍ଟ ଚାହିଁବ, ତାହେଲେ ପନ୍ତଙ୍କ ବ୍ୟାଟିଂରେ ନିଶ୍ଚୟ ସୁଧାର ଆସିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story