କୋହଲିଙ୍କ ଭଳି ପରିଶ୍ରମ କରିବାକୁ ଇଣ୍ଡିଜକୁ ପରାମର୍ଶ

ଚେନ୍ନାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ସବୁ ଯୁବ ଖେଳାଳିଙ୍କ ପାଇଁ ଆଦର୍ଶ। କୋହଲି ନିଜ କଠିନ ପରିଶ୍ରମ ଦ୍ୱାରା ଏଭଳି ଏକ ‘ବେଞ୍ଚମାର୍କ’ ପ୍ରସ୍ତୁତ କରିଛନ୍ତି, ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି। କୋହଲିଙ୍କ ଏହି କଠିନ ପରିଶ୍ରମକୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ସହକାରୀ କୋଚ୍ ରୋଡି ଏଷ୍ଟୱିକ୍ ଖୁବ୍ ପ୍ରଶଂସା କରିଛନ୍ତି। ଏଷ୍ଟୱିକ୍ ମଧ୍ୟ ନିଜ ଟିମର ସବୁ ଖେଳାଳିଙ୍କୁ କୋହଲିଙ୍କ ଭଳି ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରବିବାରଠାରୁ ଆରମ୍ଭ […]

roddie

roddie

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 07:04 PM IST

Sports

Latest News

ଚେନ୍ନାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ସବୁ ଯୁବ ଖେଳାଳିଙ୍କ ପାଇଁ ଆଦର୍ଶ। କୋହଲି ନିଜ କଠିନ ପରିଶ୍ରମ ଦ୍ୱାରା ଏଭଳି ଏକ 'ବେଞ୍ଚମାର୍କ' ପ୍ରସ୍ତୁତ କରିଛନ୍ତି, ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି। କୋହଲିଙ୍କ ଏହି କଠିନ ପରିଶ୍ରମକୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ସହକାରୀ କୋଚ୍ ରୋଡି ଏଷ୍ଟୱିକ୍ ଖୁବ୍ ପ୍ରଶଂସା କରିଛନ୍ତି। ଏଷ୍ଟୱିକ୍ ମଧ୍ୟ ନିଜ ଟିମର ସବୁ ଖେଳାଳିଙ୍କୁ କୋହଲିଙ୍କ ଭଳି ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରବିବାରଠାରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଏଷ୍ଟୱିକ୍ କହିଛନ୍ତି, "ଶିମରନ୍ ହେଟମେୟର୍ ଓ ନିକୋଲାସ ପୁରନଙ୍କ ଭଳି ଯୁବ ଖେଳାଳିଙ୍କୁ ବିରୋଧ ଟିମର କ୍ୟାପଟେନ୍ କୋହଲିଙ୍କଠାରୁ ଶିଖିବା ଦରକାର।"

ସେ ଆହୁରି କହିଛନ୍ତି, "ହେଟମେୟର୍‌, ପୁରନ୍ ଓ ହୋପଙ୍କ ଭଳି ଖେଳାଳିଙ୍କ ଉପସ୍ଥିତି ଦ୍ୱାରା ଟିମ୍ ଅଧିକ ରୋମାଞ୍ଚିତ ହୋଇଛି। ଆମକୁ ଏଭଳି ଯୁବ ଖେଳାଳି ମିଳିଛନ୍ତି, ଯେଉଁମାନେ ଧୀରେ ଧୀରେ ଉନ୍ନତ ହେବାରେ ଲାଗିଛନ୍ତି। ତେବେ ଏଠି ମୁଖ୍ୟ କଥା ହେଉଛି, କଠିନ ପରିଶ୍ରମ କରିବା ପାଇଁ ଆପଣ ନିଜକୁ କିପରି ପ୍ରସ୍ତୁତ କରିବେ। ଏହାର ଜ୍ଜ୍ୱଳନ୍ତ ଉଦାହରଣ ବିରାଟ୍ କୋହଲି। ସେ (କୋହଲି) ଏଭଳି ଜଣେ ଖେଳାଳି, ଯିଏ ଖୁବ୍ ପରିଶ୍ରମ କରୁଛନ୍ତି। କୋହଲିଙ୍କଠାରୁ ଆମେ ବହୁତ କିଛି ଶିଖିପାରିବୁ ଏବଂ ଏହା ହେଲେ ଆମ ପାଖରେ ସୁଯୋଗ ରହିବ। କଠିନ ପରିଶ୍ରମ ବିନା ସଫଳତା ମିଳିବ ନାହିଁ । କଠିନ ପରିଶ୍ରମ ଅନେକ ସମୟରେ ବୋରିଂ ହୋଇଥାଏ, କିନ୍ତୁ ଏଥିରେ ସଫଳତା ନିଶ୍ଚୟ ମିଳିବ। ଥରେ ଏହି କାମ ଆରମ୍ଭ କରିଦେବା ପରେ ବାକି ସୁଯୋଗ ଆପେ ଆପେ ଆସିବ।"

କୋଚ୍ ରୋଡି ଏଷ୍ଟୱିକ୍ ଆହୁରି କହିଛନ୍ତି, "ଚଳିତ ଗସ୍ତରେ ଖେଳାଳିମାନେ ଦମଦାର ଖେଳ ଦେଖାଇଛନ୍ତି, କିନ୍ତୁ ଗୋଟିଏ କଥା ହେଉଛି, କ୍ରିକେଟରେ କେବେବି ରିଲାକ୍ସ କରି ହେବ ନାହିଁ। ହୁଏତ ଆମେ ଦୁଇଟି ମ୍ୟାଚ୍ ହାରିଥାଇ ପାରୁ, କିନ୍ତୁ ଏଥିରେ କାହାର ଭୁଲ୍ ନାହିଁ। ଟିମର ସବୁ ଖେଳାଳି କଠିନ ପରିଶ୍ରମ କରିଥିଲେ। ଟି-୨୦ରେ ହେଟମେୟରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ବର୍ତ୍ତମାନ ଆମେ ଲମ୍ବା ଫର୍ମାଟକୁ ଫେରିଛୁ। ଏତେ କମ୍ ବୟସରେ ୪ ଶତକ ମାରିବା କଥା ହୁଏତ ଲୋକେ ଭୁଲିଯାଇଥିବେ। କିନ୍ତୁ ମୋ ମତରେ ହେଟମେୟର୍ ଜଣେ ପ୍ରତିଭାଶାଳୀ ଖେଳାଳି। ଦିନିକିଆରେ ତାଙ୍କଠାରୁ ଦଳ ନିଶ୍ଚୟ ବଡ଼ ଇନିଂସ୍ ଆଶା କରୁଛି। ତାଙ୍କ ବ୍ୟତୀତ ହୋପ୍ ଓ ପୁରନ୍ ଯଦି ସୁଯୋଗ ଫାଇଦା ଉଠାଇବାରେ ସଫଳ ହେବେ, ତାହେଳେ ଟିମର ଆଶା ଉଜ୍ଜୀବିତ ରହିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story