ରୋହିତ୍-ମୟଙ୍କଙ୍କ ନାଁରେ ଏକାଧିକ ରେକର୍ଡ

ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପନିଂ ଯୋଡ଼ି ଭାବେ ନିଜର ପ୍ରଥମ ଟେଷ୍ଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଯୋଡ଼ି ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ଦ୍ୱାରା ୧୫ ବର୍ଷ ତଳେ ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୨୦୦୪-୦୫ରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ୱାଗ ଓ ଗମ୍ଭୀର ୨୧୮ ରନର ଭାଗୀଦାରୀ କରିଥିଲେ। ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗିଛନ୍ତି, ଯାହାକି ଦକ୍ଷିଣ ଆଫ୍ରିକା ବିରୋଧରେ […]

rohit-and-mayanka

rohit-and-mayanka

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 05:25 PM IST

Sports

Latest News

ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପନିଂ ଯୋଡ଼ି ଭାବେ ନିଜର ପ୍ରଥମ ଟେଷ୍ଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଯୋଡ଼ି ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ଦ୍ୱାରା ୧୫ ବର୍ଷ ତଳେ ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୨୦୦୪-୦୫ରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ୱାଗ ଓ ଗମ୍ଭୀର ୨୧୮ ରନର ଭାଗୀଦାରୀ କରିଥିଲେ। ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗିଛନ୍ତି, ଯାହାକି ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ଏହା ରେକର୍ଡ ଓପନିଂ ପାର୍ଟନରଶିପ୍। ଏହାସହ ଏହି ଯୋଡ଼ି ଆଉ କିଛି ରେକର୍ଡ ମଧ୍ୟ କରିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ କ୍ରିକେଟରେ ଉଭୟ ଦେଶ ତରଫରୁ ରୋହିତ୍ ଓ ମୟଙ୍କ ରେକର୍ଡ ପାର୍ଟନରଶିପ୍ କରିଛନ୍ତି। ୧୯୯୬ରେ କୋଲକାତାରେ ଦକ୍ଷିଣ ଆଫ୍ରିକାର ଆଣ୍ଡ୍ର୍ୟୁ୍ ହଡସନ୍ ଓ ଗ୍ୟାରୀ କିର୍ଷ୍ଟେନ ଭାରତ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ୨୩୬ ରନ୍ କରିଥିଲେ। କିନ୍ତୁ ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗି ଦେଇଛନ୍ତି।

ସେହିପରି ରୋହିତ୍ ଓ ମୟଙ୍କ ପ୍ରଥମ ୱିକେଟ୍ ପାଇଁ ୩୧୭ ରନର ରେକର୍ଡ ପାର୍ଟନରଶିପ୍ କରିଛନ୍ତି । ଭିନୁ ମାଙ୍କଡ୍ ଓ ପଙ୍କଜ ରୟଙ୍କ ପରେ ଦୁହେଁ ଦ୍ୱିତୀୟ ଭାରତୀୟ ଯୋଡ଼ି ଭାବେ ପ୍ରଥମ ୱିକେଟ୍ ପାଇଁ ୩୦୦ରୁ ଅଧିକ ରନ୍ କରିଛନ୍ତି। ଏହା ପୂର୍ବରୁ ୨୦୦୬ରେ ପାକିସ୍ତାନ ବିପକ୍ଷ ଲାହୋର ଟେଷ୍ଟରେ ସେହ୍ୱାଗ ଓ ରାହୁଲ୍ ଡ୍ରାଭିଡ୍ ପ୍ରଥମ ୱିକେଟ୍ ପାଇଁ ୪୧୦ ରନ୍ କରିଥିଲେ।

୧୯୫୬ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚେନ୍ନାଇ ଟେଷ୍ଟରେ ମାଙ୍କଡ ଓ ପଙ୍କଜଙ୍କ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୪୧୩ ରନ୍ ଯୋଡ଼ିଥିଲେ। ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ୱିକେଟ୍ ପାଇଁ ଭାରତର ଏହା ସର୍ବାଧିକ ରନ୍ ପାର୍ଟନରଶିପ୍। ଏହା ପୂର୍ବରୁ ୨୦୦୮ରେ ଚେନ୍ନାଇରେ ସେହ୍ୱାଗ ଓ ଡ୍ରାଭିଡ୍ ଦ୍ୱିତୀୟ ୱିକେଟ୍ ପାଇଁ ୨୬୮ ରନ୍, ୨୦୧୦ରେ କୋଲକାତାରେ ଲକ୍ଷ୍ମଣ ଓ ଧୋନି ସପ୍ତମ ୱିକେଟ୍ ପାଇଁ ଅପରାଜିତ ୨୫୯ ରନ୍ ଏବଂ ୨୦୧୦ରେ କୋଲକାତାରେ ସେହ୍ୱାଗ ଓ ସଚିନ ତେନ୍ଦୁଲକର ତୃତୀୟ ୱିକେଟ୍ ପାଇଁ ୨୪୯ ରନର ଭାଗୀଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story