ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ବୁଧବାର ରୋଜ୍ ବାଉଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରୋମାଞ୍ଚକର ମ୍ୟାଚରେ ରୋହିତ ଶତକ ମାରି ଭାରତକୁ ୬ ୱିକେଟରେ ବିଜୟୀ କରାଇଛନ୍ତି। ରୋହିତଙ୍କ କ୍ୟାରିୟରର ଏହା ୨୩ତମ ଶତକ ଥିଲା ଏବଂ ଏଥିସହ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗାଙ୍ଗୁଲି ଅନ୍ତର୍ଜାତୀୟ ଦିନିକିଆରେ ୨୨ ଶତକ ମାରିଥିଲେ। ଗାଙ୍ଗୁଲି ନିଜର ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟରରେ ୩୧୧ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି। ସର୍ବାଧିକ ଶତକ ମାମଲାରେ […]

ppp

ppp

Tapas Behera
  • Published: Thursday, 06 June 2019
  • Updated: 06 June 2019, 05:36 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ରୋଜ୍ ବାଉଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରୋମାଞ୍ଚକର ମ୍ୟାଚରେ ରୋହିତ ଶତକ ମାରି ଭାରତକୁ ୬ ୱିକେଟରେ ବିଜୟୀ କରାଇଛନ୍ତି। ରୋହିତଙ୍କ କ୍ୟାରିୟରର ଏହା ୨୩ତମ ଶତକ ଥିଲା ଏବଂ ଏଥିସହ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଗାଙ୍ଗୁଲି ଅନ୍ତର୍ଜାତୀୟ ଦିନିକିଆରେ ୨୨ ଶତକ ମାରିଥିଲେ। ଗାଙ୍ଗୁଲି ନିଜର ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟରରେ ୩୧୧ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି। ସର୍ବାଧିକ ଶତକ ମାମଲାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଗରେ ଅଛନ୍ତି। ସଚିନ ୪୯ ଶତକ ମାରିଥିବା ବେଳେ ତାଙ୍କ ପଛକୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି (୪୧ ଶତକ) ଅଛନ୍ତି।

ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ରିକି ପଣ୍ଟି (୩୦), ଚତୁର୍ଥ ସ୍ଥାନରେ ଶ୍ରୀଲଙ୍କାର ସନତ ଜୟସୁରିୟା (୨୮), ପଞ୍ଚମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲା (୨୭), ଷଷ୍ଠ ସ୍ଥାନରେ ଏବି ଡି'ଭିଲିୟର୍ସ (୨୫) ଅଛନ୍ତି। ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୫ଟି ଲେଖାଏ ଶତକ ମାରିଛନ୍ତି।

ତେବେ ରୋହିତ ଆଉ ତିନୋଟି ଶତକ ମାରି ଗେଲ୍ ଓ ସାଙ୍ଗାକାରାଙ୍କ ରେକର୍ଡକୁ ଭାଙ୍ଗି ଦେବେ। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ରୋହିତ୍ ଅପରାଜିତ ୧୨୨ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story