ରୋହିତ୍ ଶର୍ମାଙ୍କ ଅର୍ଦ୍ଧଶତକ

ସାଉଥାମ୍ପଟନ୍: ଖରାପ ଫର୍ମରେ ଥିବା ରୋହିତ ଶର୍ମା ଠିକଣା ସମୟରେ ଫର୍ମକୁ ଫେରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ରୋହିତ୍ ଲଢ଼ୁଆ ବ୍ୟାଟିଂ କରି କ୍ୟାରିୟରର ୪୨ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଶିଖର ଧୱନ୍ ଓ ଅଧିନାୟକ ବିରାଟ କୋହଲିଙ୍କ ଆଉଟ୍ ପରେ ସବୁ ଦାୟିତ୍ୱ ରୋହିତଙ୍କ ଉପରକୁ ଆସିଥିଲା। ରୋହିତ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୭୦ ବଲରେ […]

rohit

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 09:03 PM IST

ସାଉଥାମ୍ପଟନ୍: ଖରାପ ଫର୍ମରେ ଥିବା ରୋହିତ ଶର୍ମା ଠିକଣା ସମୟରେ ଫର୍ମକୁ ଫେରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ରୋହିତ୍ ଲଢ଼ୁଆ ବ୍ୟାଟିଂ କରି କ୍ୟାରିୟରର ୪୨ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା।

ଓପ୍ନର ଶିଖର ଧୱନ୍ ଓ ଅଧିନାୟକ ବିରାଟ କୋହଲିଙ୍କ ଆଉଟ୍ ପରେ ସବୁ ଦାୟିତ୍ୱ ରୋହିତଙ୍କ ଉପରକୁ ଆସିଥିଲା। ରୋହିତ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୭୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ତାଙ୍କୁ ଲୋକେଶ ରାହୁଲ ଭରପୂର ସହଯୋଗ କରିଥିଲେ। ଦୁହେଁ ଭାରତର ସ୍କୋରକୁ ୨୫ ଓଭରରେ ୯୫ ରନରେ ପହଞ୍ଚାଇଛନ୍ତି।

Related story