୯ ତାରିଖରେ ରୋହିତ ଭାଙ୍ଗିବେ ସଚିନ୍‌ଙ୍କ ୧୬ ବର୍ଷର ରେକର୍ଡ!

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ହୋଇପାରେ ଜୁଲାଇ ୯ ତାରିଖରେ ରୋହିତ ଶର୍ମା ତାଙ୍କ ରେକର୍ଡ ଭାଙ୍ଗି ଦେବେ। ତା’ହେଲେ ତେବେ ସଚିନ୍‌ଙ୍କ ଏହି ରେକର୍ଡଟି କ’ଣ? ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍‌ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ […]

rohit

rohit

Jitendra Garnayak
  • Published: Sunday, 07 July 2019
  • Updated: 07 July 2019, 12:54 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ହୋଇପାରେ ଜୁଲାଇ ୯ ତାରିଖରେ ରୋହିତ ଶର୍ମା ତାଙ୍କ ରେକର୍ଡ ଭାଙ୍ଗି ଦେବେ। ତା’ହେଲେ ତେବେ ସଚିନ୍‌ଙ୍କ ଏହି ରେକର୍ଡଟି କ’ଣ?

୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍‌ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ୍ କେହି ଭାଙ୍ଗି ପାରି ନାହାନ୍ତି। ସେହିପରି ଯେକୌଣସି ବିଶ୍ୱକପ୍‌ରେ ଏହା ହେଉଛି ସର୍ବାଧିକ ରନ୍‌। କିନ୍ତୁ ଚଳିତ ବିଶ୍ୱକପ୍‌ରେ ସଚିନ୍‌ଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁଯୋଗ ରହିଛି। କାରଣ ରୋହିତ ଏଯାବତ ୬୪୭ ରନ୍ ସଂଗ୍ରହ କରିସାରିଲେଣି। ଏହା ସହିତ ସେ ଟେବୁଲ୍‌ର ଶୀର୍ଷରେ ରହିଛନ୍ତି। ସେ ୮ଟି ଇନିଂସ୍‌ରୁ ଏହି ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ୫ଟି ଶତକ ରହିଛି। ଏହା ବି ଏକ ରେକର୍ଡ।

sachin୯ ତାରିଖରେ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ସଚିନ୍‌ଙ୍କ ଏହି ରେକର୍ଡକୁ ଭାଙ୍ଗିବାକୁ ରୋହିତଙ୍କ ପାଖରେ ସୁଯୋଗ ରହିଛି। ପ୍ରଥମ ସେମି ଫାଇନାଲ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାମୁହିଁ ହେବେ। ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କ ପାଖରେ ବି ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କାରଣ ସେ ଲିଗ୍ ପର୍ଯ୍ୟାୟରେ ମୋଟ ୬୩୮ ରନ୍ କରିଛନ୍ତି। ୧୧ ତାରିଖରେ ଅଷ୍ଟ୍ରେଲିଆ ଆୟୋଜକ ଇଂଲଣ୍ଡକୁ ଦ୍ୱିତୀୟ ସେମି ଫାଇନାଲ୍‌ରେ ଭେଟିବ।

ତେବେ ଏ ଦୁଇ ଜଣଙ୍କ ଭିତରୁ କିଏ ପ୍ରଥମେ ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବ, ତାହା ଦେଖିବାକୁ ବାକି ରହିଲା। କାରଣ କୌଣସି କାରଣରୁ ରୋହିତ ସେମି ଫାଇନାଲ୍‌ରେ ୨୭ ରନ୍ କରି ଏହି ରେକର୍ଡ ନ ଭାଙ୍ଗି ପାରିଲେ ଏ ସୁଯୋଗ ୱାର୍ଣ୍ଣରଙ୍କ ହାତକୁ ଚାଲି ଯାଇପାରେ।

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାକୁ ବାଂଲାଦେଶର ସକିବ୍ ଅଲ୍ ହାସନ୍‌ଙ୍କ ପାଖରେ ବି ସୁଯୋଗ ଥିଲା। କାରଣ ସେ ୮ଟି ଲିଗ୍ ମ୍ୟାଚ୍‌ରୁ ୬୦୬ ରନ୍ କରିଥିଲେ। ତେବେ ଦଳ ସେମି ଫାଇନାଲ୍ ରାଉଣ୍ଡକୁ ଯାଇପାରିଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story