ରୋହିତ୍‌-ରାହୁଲ୍ ଦେଲେ ସଲିଡ୍ ଷ୍ଟାର୍ଟ

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ନିର୍ଣ୍ଣାୟକ ଦିନିକିଆରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଆଗରେ ୩୧୬ ରନର କଷ୍ଟସାଧ୍ୟ ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍। ଦୁହେଁ ଆରମ୍ଭରୁ ହିଁ ଇଣ୍ଡିଜ୍ ବୋଲରଙ୍କ ଉପରେ ଚାପ ପକାଇଥିଲେ ଏବଂ ଓଭରପିଛା ୬ ରନ୍ ଲେଖାଏ କରିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୨ ଓଭରରେ ବିନା ୱିକେଟ୍ ହରାଇ […]

rohit-rahul

rohit-rahul

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 06:46 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ନିର୍ଣ୍ଣାୟକ ଦିନିକିଆରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଆଗରେ ୩୧୬ ରନର କଷ୍ଟସାଧ୍ୟ ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍।

ଦୁହେଁ ଆରମ୍ଭରୁ ହିଁ ଇଣ୍ଡିଜ୍ ବୋଲରଙ୍କ ଉପରେ ଚାପ ପକାଇଥିଲେ ଏବଂ ଓଭରପିଛା ୬ ରନ୍ ଲେଖାଏ କରିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୨ ଓଭରରେ ବିନା ୱିକେଟ୍ ହରାଇ ୭୭ ରନ୍ କରିଛି।

ଏହି ସମୟରେ ରୋହିତ୍ ୩୭ ବଲରେ ୩୭ (୫ ଚୌକା, ୧ ଛକା) ଓ ରାହୁଲ୍ ୩୮ (୩୫ ବଲ୍‌, ୬ ଚୌକା) ରନରେ ବ୍ୟାଟିଂ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos