୮ହଜାରରୁ ୧୨ ରନ୍ ଦୂରରେ ରୋହିତ୍

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ବ୍ୟକ୍ତିଗତ ୧୨ ରନ୍ କଲେ, ଟି-୨୦ କ୍ରିକେଟରେ ୮ହଜାର ରନ୍ କ୍ଲବରେ ସାମିଲ୍ ହୋଇଯିବେ। ଯଦି ସେ ଏହି ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୁଅନ୍ତି, ତାହେଲେ ସେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ କ୍ଲବରେ ସାମିଲ୍ ହେବେ। ଏହା ପୂର୍ବରୁ ସୁରେଶ ରାଇନା […]

rohit

rohit

Ranjit Kumar Jena
  • Published: Thursday, 18 April 2019
  • Updated: 18 April 2019, 01:20 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ବ୍ୟକ୍ତିଗତ ୧୨ ରନ୍ କଲେ, ଟି-୨୦ କ୍ରିକେଟରେ ୮ହଜାର ରନ୍ କ୍ଲବରେ ସାମିଲ୍ ହୋଇଯିବେ।

ଯଦି ସେ ଏହି ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୁଅନ୍ତି, ତାହେଲେ ସେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ କ୍ଲବରେ ସାମିଲ୍ ହେବେ। ଏହା ପୂର୍ବରୁ ସୁରେଶ ରାଇନା (୮୨୧୬) ଓ ବିରାଟ କୋହଲି (୮୧୮୩) ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଟିମ ଇଣ୍ଡିଆ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଏପର୍ଯ୍ୟନ୍ତ ୩୦୬ ମ୍ୟାଚରେ ୨୯୩ ଇନିଂସ ଖେଳି ୪୫ ହାରରେ ୭୯୮୮ ରନ୍ କରିଛନ୍ତି। ଟି-୨୦ରେ ତାଙ୍କର ସର୍ବାଧିକ ସ୍କୋର ୧୧୮ ରନ୍ ରହିଛି। ସେ ଭାରତ ପକ୍ଷରୁ ସର୍ବାଧିକ ୬ ଶତକ ଏବଂ ୫୩ ଅର୍ଦ୍ଧଶତକ ମାରିଛନ୍ତି। ରାଇନା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ କରିଥିଲେ। ସେ ଏପର୍ଯ୍ୟନ୍ତ ୩୧୧ ମ୍ୟାଚରେ ୮୨୧୬ ରନ୍ କରିଛନ୍ତି। ତାଙ୍କ ନାମରେ ୪ ଶତକ ଓ ୪୯ ଅର୍ଦ୍ଧଶତକ ଅଛି।

ଏହାଛଡ଼ା ରାଇନା ପ୍ରଥମ ବ୍ୟାଟ୍ସମ୍ୟାନ୍ ଆଇପିଏଲରେ ୫ହଜାର ରନ୍ ପୂରଣ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ ୨୬୦ ମ୍ୟାଚରେ ୪୦.୯୧ ହାରରେ ୮୧୮୩ ରନ୍ କରିଛନ୍ତି। ତେବେ ଟି-୨୦ରେ ସର୍ବାଧିକ ରନର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ଅଛି। ଗେଲ୍ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୧୦ହଜାର ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story