ନ୍ୟୁଜିଲ୍ୟାଣ୍ଡ୍ ଗସ୍ତକୁ ନେଇ ଏମିତି କହିଲେ ଟିମ୍ ଇଣ୍ଡିଆ ଓପ୍ନର

ମୁମ୍ବାଇ: ନିକଟରେ ଟେଷ୍ଟ କ୍ରିକେଟରେ ଓପନିଂ ଦାୟିତ୍ୱ ସମ୍ଭାଳିଥିବା ରୋହିତ୍ ଶର୍ମା ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ପିଚ୍ ବିଶେଷତଃ ପେସ୍ ବୋଲରଙ୍କୁ ସୁହାଇଥାଏ। ଏଭଳି ସ୍ଥିତିରେ ଜଣେ ଓପ୍ନରଙ୍କ ପକ୍ଷେ ନ୍ୟୁଜିଲ୍ୟାଣ୍ଡରେ ପେସ୍ ଆକ୍ରମଣକୁ ସାମ୍ନା କରିବା ଚ୍ୟାଲେଞ୍ଜିଂ ହୋଇଥାଏ। କିନ୍ତୁ ରୋହିତ୍ ଏସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଟେଷ୍ଟ କ୍ରିକେଟରେ ଓପନିଂ ଦାୟିତ୍ୱ ସମ୍ଭାଳିବା ପରଠାରୁ ଗୋଟିଏ ଦ୍ୱିଶତକ ସମେତ ତିନୋଟି ଶତକ ମାରିଥିବା ରୋହିତ୍ […]

rohit

rohit

Ranjit Kumar Jena
  • Published: Tuesday, 07 January 2020
  • Updated: 07 January 2020, 06:53 PM IST

Sports

Latest News

ମୁମ୍ବାଇ: ନିକଟରେ ଟେଷ୍ଟ କ୍ରିକେଟରେ ଓପନିଂ ଦାୟିତ୍ୱ ସମ୍ଭାଳିଥିବା ରୋହିତ୍ ଶର୍ମା ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ପିଚ୍ ବିଶେଷତଃ ପେସ୍ ବୋଲରଙ୍କୁ ସୁହାଇଥାଏ। ଏଭଳି ସ୍ଥିତିରେ ଜଣେ ଓପ୍ନରଙ୍କ ପକ୍ଷେ ନ୍ୟୁଜିଲ୍ୟାଣ୍ଡରେ ପେସ୍ ଆକ୍ରମଣକୁ ସାମ୍ନା କରିବା ଚ୍ୟାଲେଞ୍ଜିଂ ହୋଇଥାଏ। କିନ୍ତୁ ରୋହିତ୍ ଏସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଟେଷ୍ଟ କ୍ରିକେଟରେ ଓପନିଂ ଦାୟିତ୍ୱ ସମ୍ଭାଳିବା ପରଠାରୁ ଗୋଟିଏ ଦ୍ୱିଶତକ ସମେତ ତିନୋଟି ଶତକ ମାରିଥିବା ରୋହିତ୍ ଏଥର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ନାଲି ବଲରେ ନିଲ୍ ୱାଗନର, ମ୍ୟାଟ୍ ହେନରୀ, ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦୀଙ୍କୁ ନେଇ ଗଠିତ ପେସ୍ ଆକ୍ରମଣକୁ ସାମ୍ନା କରିବେ।

ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ଦୁଇଟି ଟେଷ୍ଟ ଖେଳିବ, ଯାହା ଫେବୃଆରୀରେ ୱେଲିଂଟନ୍ ଓ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ। ଏହି ଗସ୍ତକୁ ନେଇ ରୋହିତ୍ କହିଛନ୍ତି, କ୍ରିକେଟ୍ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ୍ କୌଣସି ସହଜ ସ୍ଥାନ ନୁହେଁ। ଶେଷଥର ପାଇଁ ଆମେ ଯେତେବେଳେ ସେଠାକୁ ଖେଳିବାକୁ ଯାଇଥିଲା, ଆମେ ୦-୧ରେ ଟେଷ୍ଟ ସିରିଜ୍ ହାରିଥିଲୁ। କିନ୍ତୁ ଏହା ସତ୍ତ୍ୱେ ଆମେ ଘରୋଇ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲୁ। ବର୍ତ୍ତମାନ ଆମର ବୋଲିଂ ଆକ୍ରମଣ ପୂର୍ବ ତୁଳନାରେ ଅଧିକ ମଜଭୁତ୍ ହୋଇଛି।

ଟେଷ୍ଟ କ୍ରିକେଟରେ ପ୍ରଥମଥର ନୂଆ ବଲରେ ବ୍ୟାଟିଂ କରିବା ଅଭିଜ୍ଞତା ସମ୍ବନ୍ଧରେ ରୋହିତ୍ କହିଛନ୍ତି, ନ୍ୟୁଜିଲ୍ୟାଣ୍ଡରେ ମୋ ପାଇଁ ଏହା ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ। ସେଠାରେ ମୋତେ ନୂଆ ବଲରେ ଖେଳିବାକୁ ପଡିବ। ଭାରତ ତୁଳନାରେ ନ୍ୟୁଜିଲ୍ୟାଣ୍ଡ୍ ପିଚ୍ ସମ୍ପୂଣ୍ଣ ଅଲଗା। ସେଠାକାର ପିଚରେ ବଲ୍ ଅଧିକ ସୁଇଂ ଏବଂ ସିମ୍ କରେ। ମୋ ମତରେ କୌଣସି ପରିସ୍ଥିତିରେ ନୂଆ ବଲର ସାମ୍ନା କରିବା ସହଜ ହୋଇନଥାଏ। ବିଶେଷକରି ଭାରତ ବାହାରେ ଏହା ଅଧିକ କଷ୍ଟକର ହୋଇଥାଏ।

ଗତବର୍ଷ ଆମେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିଥିଲୁ। ଭାରତରେ ଏତେ ମାତ୍ରାରେ ବଲ୍ ସୁଇଂ ହେବା ମୁଁ ପୂର୍ବରୁ କେବେ ଦେଖିନଥିଲି। ଏପରିକି ସ୍ପିନ୍ ପାଇଁ ଅନୁକୂଳ ଭାରତ ପିଚରେ ଆମ ବୋଲରମାନେ ଯେଉଁଭଳି ପ୍ରଦର୍ଶନ କଲେ, ତାହା ଉଚ୍ଚକୋଟୀର ଥିଲା। ନ୍ୟୁଜିଲ୍ୟାଣ୍ଡରେ ତ ଆମ ପେସରମାନେ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ। ତେବେ ବ୍ୟାଟ୍ସମ୍ୟାନ୍ କିପରି ପ୍ରଦର୍ଶନ କରିବେ, ତାହା ଦେଖିବାକୁ ବାକି ରହିଲା। ରୋହିତ୍ ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ଟେଷ୍ଟ ସିରିଜ୍ ଉପରେ ନଜର ରଖିଥିଲେ, ଯେଉଁଠାରେ କଙ୍ଗାରୁ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇଥିଲା।

୨୦୧୯ ରୋହିତଙ୍କ ପାଇଁ ସବୁଠାରୁ ସଫଳତାର ବର୍ଷ ଥିଲା। ୨୦୧୯ରେ ସେ ତିନୋଟି ଯାକ ଫର୍ମାଟରେ ୨୪୪୨ ରନ୍ କରିଥିଲେ। ଏହାକୁ ନେଇ ରୋହିତ୍ କହିଛନ୍ତି, ମୁଁ ସର୍ବଦା ଟିମ୍ ପାଇଁ ଭଲ ପ୍ରଦର୍ଶନ କରିବାକୁ ଚାହେଁ। କେବେବି ରେକର୍ଡକୁ ଗୁରୁତ୍ୱ ଦିଏନି। ହଁ ନିୟମିତ ରନ୍ କଲେ, ରେକର୍ଡ ଆପେ ଆପେ ହୋଇଥାଏ। ୨୦୧୯ରେ ମୁଁ କରିଥିବା ରେକର୍ଡ ଭଲ, କିନ୍ତୁ ବଡ଼ କଥା ହେଉଛି ଆମେ ଗତବର୍ଷ ବହୁତ ସିରିଜ୍ ଜିତିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story