ପୂରା ୫ ଦିନ ଖେଳି ରେକର୍ଡ କଲେ ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍

ବର୍ମିଂହାମ୍: ଇଂଲଣ୍ଡ୍ ଓପ୍ନର ରୋରି ବର୍ନସ୍ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ୍ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ ଆଶେସ୍ ଟେଷ୍ଟର ପୂରା ୫ଦିନ ବ୍ୟାଟିଂ କରିଛନ୍ତି। ଏହା ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜେଫ୍ରି ବୟକଟ୍ ମଧ୍ୟ ଆଶେସ୍ ଟେଷ୍ଟରେ ପୂରା ପାଞ୍ଚଦିନ ବ୍ୟାଟିଂ କରିଥିଲେ। ବର୍ନସ୍ କ୍ରିକେଟ୍ ଇତିହାସର ଦଶମ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତର ତିନିଜଣ ଖେଳାଳି ଗୋଟିଏ ଟେଷ୍ଟରେ ପୂରା ପାଞ୍ଚଦିନ ବ୍ୟାଟିଂ […]

burns

burns

Ranjit Kumar Jena
  • Published: Monday, 05 August 2019
  • Updated: 05 August 2019, 07:03 PM IST

Sports

Latest News

ବର୍ମିଂହାମ୍: ଇଂଲଣ୍ଡ୍ ଓପ୍ନର ରୋରି ବର୍ନସ୍ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ୍ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ ଆଶେସ୍ ଟେଷ୍ଟର ପୂରା ୫ଦିନ ବ୍ୟାଟିଂ କରିଛନ୍ତି। ଏହା ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜେଫ୍ରି ବୟକଟ୍ ମଧ୍ୟ ଆଶେସ୍ ଟେଷ୍ଟରେ ପୂରା ପାଞ୍ଚଦିନ ବ୍ୟାଟିଂ କରିଥିଲେ।

ବର୍ନସ୍ କ୍ରିକେଟ୍ ଇତିହାସର ଦଶମ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତର ତିନିଜଣ ଖେଳାଳି ଗୋଟିଏ ଟେଷ୍ଟରେ ପୂରା ପାଞ୍ଚଦିନ ବ୍ୟାଟିଂ କରିଛନ୍ତି। ସେମାନେ ହେଲେ ଏମଏଲ୍ ଜୟସିହ୍ମା (୧୯୬୦ ବନାମ ଅଷ୍ଟ୍ରେଲିଆ, କୋଲକାତା), ରବି ଶାସ୍ତ୍ରୀ (୧୯୮୪ ବନାମ ଇଂଲଣ୍ଡ, କୋଲକାତା), ଚେତେଶ୍ୱର ପୂଜାରା (୨୦୧୭, ବନାମ ଶ୍ରୀଲଙ୍କା, କୋଲକାତା)।

ବର୍ନସ୍ ଓଭରଅଲ୍ ଚତୁର୍ଥ ଇଂଲଣ୍ଡ ଖେଳାଳି ଭାବେ ଏହି ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ ଆଲାନ ଲାମ୍ବ ଏବଂ ଆଣ୍ଡ୍ର୍ୟୁର ଫ୍ଲିଣ୍ଟଫ୍ ମଧ୍ୟ ଏହି ରେକର୍ଡ କରିଥିଲେ। ସୂଚନାଯୋଗ୍ୟ, ପ୍ରଥମ ଇନିଂସରେ ଶତକ ମାରିଥିବା ବର୍ନସ୍ ଦ୍ୱିତୀୟ ଇନିଂସରେ ନିରାଶ କରିଛନ୍ତି। ବର୍ନସ୍ ପ୍ରଥମ ଇନିଂସରେ ୧୩୩ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story