ରୁଷିଆନ ଓପନ: ଭାରତର ଅଭିଯାନ ଶେଷ

ଭ୍ଲାଦିଭୋସ୍ତୋକ(ରୁଷିଆ): ରୁଷିଆନ୍ ଓପନରେ ଆଜିର ଦିନଟି ସମସ୍ତ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ନିରାଶ ଦିନ ଥିଲା। ଅଜୟ ଜୟରାମଙ୍କ ସମେତ ସମସ୍ତ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଆଉ ଏହା ସହିତ ଏହି ଟୂର୍ଣ୍ଣାମେଣ୍ଟରେ ସେମାନଙ୍କ ଅଭିଯାନ ଶେଷ ହୋଯାଇଛି। ତୃତୀୟ ସିଡର ଅଜୟ ଜୟରାମ ଇଣ୍ଡୋନେସିଆର ଟପ୍ ସିଡରେ ଟମି ସୁଗିଆରତୋଙ୍କଠାରୁ ସିଧାସଳଖ ଗେମରେ ହାରି ଯାଇଥିଲେ। ସେହିପରି ଭାରତୀୟ ପୁରୁଷ ଯୋଡି ମନୁ ଅଟ୍ରି ଓ […]

tennis-balls-and-rackets

tennis-balls-and-rackets

Rakesh Mallick
  • Published: Saturday, 25 July 2015
  • Updated: 26 July 2015, 12:49 PM IST

Sports

Latest News

ଭ୍ଲାଦିଭୋସ୍ତୋକ(ରୁଷିଆ): ରୁଷିଆନ୍ ଓପନରେ ଆଜିର ଦିନଟି ସମସ୍ତ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ନିରାଶ ଦିନ ଥିଲା। ଅଜୟ ଜୟରାମଙ୍କ ସମେତ ସମସ୍ତ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଆଉ ଏହା ସହିତ ଏହି ଟୂର୍ଣ୍ଣାମେଣ୍ଟରେ ସେମାନଙ୍କ ଅଭିଯାନ ଶେଷ ହୋଯାଇଛି।

ତୃତୀୟ ସିଡର ଅଜୟ ଜୟରାମ ଇଣ୍ଡୋନେସିଆର ଟପ୍ ସିଡରେ ଟମି ସୁଗିଆରତୋଙ୍କଠାରୁ ସିଧାସଳଖ ଗେମରେ ହାରି ଯାଇଥିଲେ। ସେହିପରି ଭାରତୀୟ ପୁରୁଷ ଯୋଡି ମନୁ ଅଟ୍ରି ଓ ବି.ସୁମିତ ରେଡ୍ଡି ଏବଂ ମିକ୍ସଡ ଡବଲ୍ସ ଯୋଡି ଅକ୍ଷୟ ଦିୱାଲକର ଓ ପ୍ରଜାନ୍ତ ସାୱନ୍ତ ସେମାନଙ୍କ ମ୍ୟାଚ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story