ସୁପର୍ ଓଭର୍‌ ଟାଇ ବିବାଦ: ସଚିନ୍ ଦେଲେ ‘ବିକଳ୍ପ’ ପରାମର୍ଶ

ନୂଆଦିଲ୍ଲୀ: ଏଥର କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌କୁ ନେଇ ବିବାଦ ଥମିବାର ନାଁ ନେଉଁ ନାହିଁ। ବିଶେଷ କରି ସୁପର୍ ଓଭର୍‌ରେ ମ୍ୟାଚ୍ ଟାଇ ହେବା ପରେ ଯେଉଁଭଳି ଭାବେ ସର୍ବାଧିକ ବାଉଣ୍ଡ୍ରୀ ଯୋଗୁ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଗଲା, ତାକୁ ଅନେକ ଗ୍ରହଣ କରି ପାରି ନାହାନ୍ତି। ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଅଛନ୍ତି। ଏହି ନିୟମ ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିବା ବେଳେ ସେ ଏହାର ଏକ ବିକଳ୍ପ ପରାମର୍ଶ […]

sachin

sachin

Jitendra Garnayak
  • Published: Wednesday, 17 July 2019
  • Updated: 17 July 2019, 09:06 AM IST

Sports

Latest News

ନୂଆଦିଲ୍ଲୀ: ଏଥର କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌କୁ ନେଇ ବିବାଦ ଥମିବାର ନାଁ ନେଉଁ ନାହିଁ। ବିଶେଷ କରି ସୁପର୍ ଓଭର୍‌ରେ ମ୍ୟାଚ୍ ଟାଇ ହେବା ପରେ ଯେଉଁଭଳି ଭାବେ ସର୍ବାଧିକ ବାଉଣ୍ଡ୍ରୀ ଯୋଗୁ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଗଲା, ତାକୁ ଅନେକ ଗ୍ରହଣ କରି ପାରି ନାହାନ୍ତି। ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଅଛନ୍ତି। ଏହି ନିୟମ ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିବା ବେଳେ ସେ ଏହାର ଏକ ବିକଳ୍ପ ପରାମର୍ଶ ଦେଇଛନ୍ତି।

ସଚିନ୍ ପରାମର୍ଶ ଦେଇ କହିଛନ୍ତି, ଯଦି ସୁପର୍ ଓଭର୍‌ ବି ଟାଇ ହେଉଛି, ତା’ହେଲେ ଆଉ ଏକ ସୁପର ଓଭର୍ ଖେଳାଯାଉ ଓ ସେଥିରେ ଯେଉଁ ଦଳ ଅଧିକ ରନ୍ କରୁଛି, ତାକୁ ବିଜୟୀ ଘୋଷଣା କରାଯାଉ।

sachin1ସେ ଆହୁରି କହିଛନ୍ତି, କେବଳ ବିଶ୍ୱକପ୍‌ ପାଇଁ ଏ ନିୟମ ନ କରି, ସବୁ ମ୍ୟାଚ୍ ପାଇଁ ଏହି ବ୍ୟବସ୍ଥା କରାଯାଉ। କାରଣ ସବୁ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ।

ରୋହିତ ଶର୍ମା ଓ ଯୁବରାଜ ସିଂହ ମଧ୍ୟ ଟ୍ୱିଟ୍ କରି ଏଭଳି ନିୟମ ବଦଳିବା ଦରକାର ବୋଲି କହିଛନ୍ତି। ରୋହିତ କହିଛନ୍ତି, କ୍ରିକେଟ୍‌ ଏମିତି କିଛି ନିୟମ ରହିଛି, ଯେଉଁଗୁଡ଼ିକୁ ଗୁରୁତ୍ୱର ସହିତ ବିଚାର କରିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story