ନିଜ ଗୁରୁଙ୍କୁ ମନେ ପକାଇଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୧୯ରେ ଠିକ୍ ଆଜି ଦିନରେ ଅର୍ଥାତ୍ ଜାନୁଆରୀ ୨ ତାରିଖରେ ସଚିନଙ୍କ ପିଲାଦିନର ଗୁରୁ ଆଚରେକରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା। ସଚିନ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ନିଜ ଗୁରୁଙ୍କର ଏକ ପୁରୁଣା ଫଟୋ ଶେଆର୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଚିନ ଟ୍ୱିଟରରେ ଏହି ଫଟୋ ଶେଆର୍ କରି ମରାଠୀ ଭାଷାରେ ଏକ […]

sachin-and-achrekar

sachin-and-achrekar

Ranjit Kumar Jena
  • Published: Thursday, 02 January 2020
  • Updated: 02 January 2020, 09:44 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୧୯ରେ ଠିକ୍ ଆଜି ଦିନରେ ଅର୍ଥାତ୍ ଜାନୁଆରୀ ୨ ତାରିଖରେ ସଚିନଙ୍କ ପିଲାଦିନର ଗୁରୁ ଆଚରେକରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା। ସଚିନ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ନିଜ ଗୁରୁଙ୍କର ଏକ ପୁରୁଣା ଫଟୋ ଶେଆର୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସଚିନ ଟ୍ୱିଟରରେ ଏହି ଫଟୋ ଶେଆର୍ କରି ମରାଠୀ ଭାଷାରେ ଏକ ବାର୍ତ୍ତା ଲେଖିଛନ୍ତି। ସଚିନ ମଧ୍ୟ ଏହାକୁ ଇଂରାଜୀରେ ଅନୁବାଦ କରିଛନ୍ତି। ସଚିନ ଏଥିରେ ଉଲ୍ଲେଖ କରିଛନ୍ତି, "ଆଚରେକର୍ ସାର୍‌, ଆପଣ ନିରନ୍ତର ଭାବେ ସର୍ବଦା ମୋ ହୃଦୟରେ ରହିବେ।" ଗତବର୍ଷ ମଧ୍ୟ ଆଚରେକରଙ୍କ ପରଲୋକରେ ସଚିନ ଏକ ଭାବାତ୍ମକ ବାର୍ତ୍ତା ଲେଖିଥିଲେ। ଖେଳରେ ଅତୁଳନୀୟ ଯୋଗଦାନ ପାଇଁ ଆଚରେକରଙ୍କୁ ୨୦୧୦ରେ ପଦ୍ମଶ୍ରୀ (ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ) ଏବଂ ୧୯୯୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସଚିନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ, ପ୍ରବୀଣ ଆମ୍ରେ, ଚନ୍ଦ୍ରକାନ୍ତ ପଣ୍ଡିତ୍‌, ସମୀର ଦିଘେ ଓ ବଲବିନ୍ଦର ସିଂହ ସାନ୍ଧୁ ମଧ୍ୟ ଆଚରେକରଙ୍କ ଶିଷ୍ୟ ଥିଲେ। ତେବେ ଏହାମାନଙ୍କ ମଧ୍ୟରୁ ସଚିନ ଆଚରେକରଙ୍କ ପ୍ରିୟ ଶିଷ୍ୟ ଥିଲେ। ୪୬ ବର୍ଷୀୟ ସଚିନ ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସଚିନ ତିନୋଟି ଯାକ ଫର୍ମାଟରେ ୩୪,୩୫୭ ରନ୍ କରିଛନ୍ତି। ସଚିନ ଦିନିକିଆରେ ୧୮୪୨୬ ରନ୍ ଏବଂ ଟେଷ୍ଟରେ ୧୫,୯୨୧ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story